ମୁମ୍ବାଇର କୁଫେ ପରାଡେ ବୁଥରୁ ମତାଧିକାର ସାବ୍ୟସ୍ତ କରିଛନ୍ତି ରିଲାୟନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀ

କେନ୍ୟୁଜ୍ : ମତାଧିକାର ସାବ୍ୟସ୍ତ କରିଛନ୍ତି ରିଲାୟନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀ । ମୁମ୍ବାଇର କୁଫେ ପରାଡେ ବୁଥରୁ ମତାଧିକାର ସାବ୍ୟସ୍ତ କରିଛନ୍ତି ।ସେହିପରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ମତାଧିକାର ସାବ୍ୟସ୍ତ କରିଛନ୍ତି । ସକାଳୁ ସକାଳୁ ମୁମ୍ବାଇର ପେଡାର ରୋଡ ବୁଥରେ ଲମ୍ବାଲାଇନରେ ଠିଆ ହୋଇ ଭୋଟ ଦେଇଛନ୍ତି । ମହାରାଷ୍ଟ୍ରର ୧୭ଟି ଆସନରେ ଭୋଟଗ୍ରହଣ ଚାଲିଛି । ସେହିପରି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ନିଜ ମତାଧିକାର ସାବ୍ୟସ୍ତ କରଛନ୍ତି । ଝାଲାବାର ବୁଥର ୩୩ ନମ୍ବର ବୁଥରୁ ଭୋଟ ଦେଇଛନ୍ତି ରାଜସ୍ଥାନର ୧୩ଟି ଆସନ ପାଇଁ ମତଦାନ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.