ଏବେ ଘରୋଇ ନର୍ସିଂହୋମ ମଧ୍ୟ ନାହିଁ ସୁରକ୍ଷିତ, ଭୁଲ ଇଞ୍ଜେକସନ୍ ନେଲା ଶିଶୁର ଜୀବନ

ନିଆଳି (କେନ୍ୟୁଜ୍) : ଜୀବନ ନେଲା ଭୁଲ ଇଞ୍ଜେକସନ। ଘରୋଇ ନର୍ସିଂହୋମରେ ଭୁଲ ଇଞ୍ଜେକସନ ଯୋଗୁଁ ୬ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମୃତ ଶିଶୁ ବାଲିପାଟଣା ଥାନା ଦରଡା ଗାଁର ସୀମା ନାୟକ। ଶିଶୁ କନ୍ୟାକୁ ଜ୍ୱର ହେବାରୁ ପରିବାର ଲୋକେ ନିଆଳିର ଏକ ଘୋରେଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ହେଲେ ଡାକ୍ତର ଭୁଲ ଇଞ୍ଜେକସନ ଦେବାରୁ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି।

Leave A Reply

Your email address will not be published.