ଉଦଘାଟିତ ହେଲା ୭୨ତମ ଅଲ ଇଣ୍ଡିଆ କମର୍ସ କନଫୋରେନ୍ସ ଆଣ୍ଡ ଇଣ୍ଡରନ୍ୟାସନାଲ ସେମିନାର ୨୦୧୯

ଭୁବନେଶ୍ବର(କେନ୍ୟୁଜ୍): ଉଦଘାଟିତ ହୋଇଛି ୭୨ତମ ଅଲ ଇଣ୍ଡିଆ କମର୍ସ କନଫୋରେନ୍ସ ଆଣ୍ଡ ଇଣ୍ଡରନ୍ୟାସନାଲ ସେମିନାର ୨୦୧୯ । ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥିଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ବାଣିଜ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳାୟର କୁଳପତିମାନଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଛି । କାର୍ଯ୍ୟକ୍ରମରେ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ , ପ୍ରୋ-ଭାଇସ୍‌ଚାନସେଲର ପ୍ରଫେସର ସସ୍ମିତା ସାମନ୍ତଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଯୋଗ ଦେଇଥିଲେ । ଡିସେମ୍ବର ୨୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.