ବୈାଦ୍ଧ: ବିଭିନ୍ନ ସ୍ଥାନରେ କିମ୍‌ସ ପକ୍ଷରୁ ଆୟୋଜିତ ହେଲା ମାଗାଣା ସ୍ୱାସ୍ଥ୍ୟ ସେବା ଶିବିର, ରୋଗୀଙ୍କୁ ଦିଆଗଲା ମାଗଣାରେ ଔଷଧ

ବୈାଦ୍ଧ(କେନ୍ୟୁଜ୍): ବିଭିନ୍ନ ସ୍ଥାନରେ ମାଗାଣା ସ୍ୱାସ୍ଥ୍ୟ ସେବା ଶିବିର। କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନସେସ୍‌ (କିମ୍‌ସ) ପକ୍ଷରୁ ଏହି ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ଟିକରପଡ଼ା ପଞ୍ଚୟାତ ଅଫିସ କାର୍ଯ୍ୟାଳର ହରଭଙ୍ଗା ବ୍ଲକ, ସାତଖଣ୍ଡ UGEM ବିଦ୍ୟାଳୟ କଣ୍ଟାମାଳ ବ୍ଲକ ବରଗୋଛା ପଞ୍ଚାୟତ କାର୍ଯ୍ୟାଳୟଠାରେ କିମ୍‌ସ ପକ୍ଷରୁ ଆସିଥିବା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାପରେ ଶତାଧିକ ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.