କଟକ: ମହଙ୍ଗା ପଡ଼ିଲା ଟ୍ରାଫିକ୍‌ ନିୟମ ଉଲ୍ଲଂଘନ, ନାବଳକ ପୁଅ ଚଲାଇଥିଲେ ଗାଡି ବାପା ଗଣିବେ ୨୬ ହଜାର ଟଙ୍କା ଫାଇନ୍‌

କଟକ(କେନ୍ୟୁଜ୍): ମହଙ୍ଗା ପଡ଼ିଲା ଟ୍ରାଫିକ୍‌ ନିୟମ ଉଲ୍ଲଂଘନ । ନିୟମ ଭାଙ୍ଗିଲା ପୁଅ,ବାପା ଗଣିଲେ ତଣ୍ଡ । କଟକରେ ନାବାଳକ ଗାଡି ଚଲାଇ ଗଣିବେ ଫାଇନ୍‌। ୨୬ ହଜାର ଟଙ୍କା ଫାଇନ୍‌ ଗଣିବେ ନାବାଳକଙ୍କ ବାପା। ନାବାଳକ ଜଣକ ହେଉଛନ୍ତି ବାରଙ୍ଗ ଗୋଠସାହି ଅଞ୍ଚଳର। ନାବାଳକ ସହ ବିନା ହେଲମେଟ ଯୋଗୁ ଗଣିବେ ଫାଇନ୍‌। ସେକ୍‌ସନ ୧୯୯(A)ରେ ୨୫ ହଜାର ଟଙ୍କା ଫାଇନ୍‌। ସେକ୍‌ସନ ୧୯୪(D)ରେ ଏକ ହଜାର ଦେବେ ଫାଇନ୍‌। ଫାଇନ କଲେ ଟ୍ରାନ୍ସପୋର୍ଟ ମାଜିଷ୍ଟ୍ରେଟ।

Leave A Reply

Your email address will not be published.