Browsing Tag

traffic fine

ମୋବାଇଲରେ କଥା ହୋଇ ଗାଡ଼ି ଚଲେଇବା ପଡିଲା ମହଙ୍ଗା: ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ଆଦାୟ

କୋରାପୁଟ(କେନ୍ୟୁଜ୍‌): ମୋଟର ଯାନ ଆଇନ ପାଳନ ନକଲେ ଏଣିକି ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । କୋରାପୁଟ ଟାଉନ ଥାନା ପୋଲିସ୍ ପକ୍ଷରୁ ଅମାନିଆ ଗାଡି ଚାଳକ ବିରୁଦ୍ଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ମୋବାଇଲରେ କଥା ହୋଇ ଗାଡ଼ି ଚଲାଉଥିଲେ ଏଣିକି ହୋଇଯାଆନ୍ତୁ ସାବଧାନ! କୋରାପୁଟ ଟାଉନ…

ଟ୍ରାଫିକ୍ ନିୟମ ନମାନି ଅମାନିଆ ହୋଇ ଗାଡ଼ି ଚଲାଇଲେ ପୋଲିସ ପାଖରୁ ଯିବ ଲଭ ଲେଟର, ଏଣିକି ସିସିଟିଭି କାଟିବ ଫାଇନ୍

କେନ୍ୟୁଜ୍(ବ୍ୟୁରୋ): ଟ୍ରାଫିକ୍ ଉଲଙ୍ଘନକାରୀଙ୍କୁ ପୋଲିସ କମିଶନରଙ୍କ ପ୍ରେମପତ୍ର ଉପଖ୍ୟାନ । ଟ୍ରାଫିକ୍ ନିୟମ ମାନି ଗାଡି ଚଲାଓ, ନଚେତ୍ ଘରେ ପହଞ୍ଚିବ ପୋଲିସର ଲଭ୍ ଲେଟର । କାରଣ ଟ୍ରାଫିକ୍ ଉଲଙ୍ଘନକାରୀଙ୍କୁ ଜଗିଛି ସିସିଟିଭି । ପ୍ରତିଦିନ କଟକ-ଭୁବନେଶ୍ୱରରେ ୩୫୦ଜଣଙ୍କ ବିରୋଧରେ ଚାଲାଣ…

ଡାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଧରାପଡିଲା ନାବାଳକ ସ୍କୁଟି ଚାଳକ, ୩୫ ହଜାର ଚାଲାଣ କାଟିଲା ପୁରୀ ଆରଟିଓ

ପୁରୀ: ନାବାଳକ ସ୍କୁଟି ଚାଳକଙ୍କୁ ବଡ ଫାଇନ୍‌ । ୩୫ ହଜାର ଚାଲାଣ କାଟିଲା ପୁରୀ ଆରଟିଓ । ଚାଳକ ନାବାଳକ ହୋଇଥିବାରୁ ଫାଇନ କଟାଯାଇଛି। ପୁରୀ ଟାଉନ ଥାନା ମାର୍କେଣ୍ଡଶ୍ୱର ସାହି ନୂଆପାଟଣା ଲେନ୍‌ର ଜଣେ ନାବାଳକ ଗାଡି ନେଇ ଯାଉଥିବାବେଳେ ଡାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଧରାପଡିଥିଲେ ।…

ବିନା ଡ୍ରାଇଭିଂ ଲାଇସେନ୍ସରେ ବାଇକ୍‌ ଚଲେଇବା ପଡିଲା ମହଙ୍ଗା: ନାବାଳକ ଉପରେ ଲାଗିଲା ମୋଟା ଅଙ୍କର ଜରିମାନା

ଭୁବନେଶ୍ବର: ବିନା ଡ୍ରାଇଭିଂ ଲାଇସେନ୍ସରେ ବାଇକ୍‌ ଚଳାଇବା ଜଣେ ନାବାଳକକୁ ପଡିଲା ମହଙ୍ଗା। ମୋଟର ଯାନ ଆଇନ ଉଲ୍ଲଂଘନକୁ ନେଇ ଗତକାଲି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆରଟିଓ-୧ ପକ୍ଷରୁ ଚାଲିଥିବା ଚଢ଼ାଉ ବେଳେ ସମ୍ପୃକ୍ତ ନାବାଳକ ଧରାପଡ଼ିବା ପରେ ଆଇନ ଅନୁଯାୟୀ ତାଙ୍କ ବାଇକ୍‌ ଜବତ କରାଯିବା ସହ ୨୫…

ଗ୍ରାମାଞ୍ଚଳରେ ପ୍ରଥମଥର, ନାବାଳକ ବାଇକ୍‌ ଚାଳକକୁ ଲାଗିଲା ୩୦ ହଜାର ଟଙ୍କାର ଫାଇନ୍‌

ଟାଙ୍ଗୀ (କେନ୍ୟୁଜ୍‌) : ତାଗିଦ ପରେ ଏବେ କାର୍ଯ୍ୟାନୁଷ୍ଠାନ । ଗାଡ଼ି ମଟର ଯାଞ୍ଚ ବେଳେ ଜଣେ ନାବାଳକ ବାଇକ୍‌ ଚାଳକକୁ ଲାଗିଛି ୩୦ ହଜାର ଟଙ୍କାର ଫାଇନ୍‌ । ଖୋର୍ଦ୍ଧା ଜିଲ୍ଲା ଅଧୀନ କୁହୁଡି ଫାଣ୍ଡି ପୋଲିସ୍ ଓ ଭୁବନେଶ୍ୱର ଏମଭିଆଇ ମିଳିତ ଯାଞ୍ଚ ବେଳେ ଏହି ଘଟଣା ଘଟିଛି । ଯାଞ୍ଚ ଅଧିକାରୀଙ୍କ…

ସାଲେପୁର ଭାତପଡା ଛକ ନିକଟରେ ଧରାପଡିଲେ ନାବାଳକ ସ୍କୁଟି ଚାଳକ, ବିଭିନ୍ନ ନିୟମ ଉଲଙ୍ଘନ କରିଥିବାରୁ ଲାଗିଲା ୨୬ ହଜାର…

ସାଲେପୁର : ଯୋରଦାର ଚାଲିଛି ଟ୍ରାଫିକ୍ ଚେକିଙ୍ଗ୍। ନିମୟକୁ କରାଯାଇଛି କଡାକଡି । ଯିଏ ମାନିବ ସିଏ ବର୍ତ୍ତିବ, ଆଉ ଯିଏ ଅମାନିଆ ସେ ଦଣ୍ଡିତ ହେବ। ତେବେ ଏନେଇ ବିଭିନ୍ନ ସ୍ଥାନରେ ଚାଲୁ ରହିଛି ଧରପକଡ । ଏହାରି ଭିତରେ ସାଲେପୁର ଭାତପଡା ଛକ ନିକଟରେ କଟକ ପରିବହନ ବିଭାଗ ଓ ସାଲେପୁର ପୋଲିସ…

ବାଲେଶ୍ୱରରେ ଲୋକନାଥ ନାମକ ବସ୍‌କୁ ଜବତ କଲା ଆଞ୍ଚଳିକ ପରିବହନ ଅଧିକାରୀ, କଟିଲା ୧୩ ଲକ୍ଷ ୫୦ ହଜାର ଟଙ୍କା ଫାଇନ୍

ବାଲେଶ୍ୱର: ବାଲେଶ୍ୱରରେ ଲୋକନାଥ ନାମକ ବସ୍‌କୁ ଜବତ କରିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ। ବସ୍‌ ମାଲିକଙ୍କ ନାଁରେ ଥିବା ଅନ୍ୟ ଦୁଇଟି ବସ୍‌ ବାବଦକୁ ମୋଟ ୧୩ ଲକ୍ଷ ୫୦ ହଜାର ଟଙ୍କା ବାକି ରହିଛି। ବକେୟା ଟଙ୍କା ପୈଠ ନକରିବାରୁ ଏହି ବସ୍‌କୁ ଜବତ କରାଯାଇଥିବା ବାଲେଶ୍ୱର ଆଞ୍ଚଳିକ ପରିବହନ…

ଟ୍ରାଫିକ ଚେକିଂ ବେଳେ ସମ୍ବଲପୁର ଅଇଁଠାପାଲି ଛକରେ ଧରାପଡିଲେ ଦୁଇ ନାବାଳକ, ଡ୍ରାଇଭିଂ ଲାଇସେନ୍‌ସ ନଥିବାରୁ କଟିଲା ୬୦…

ଭୁବନେଶ୍ବର: ଦୁଇ ନାବାଳକଙ୍କୁ ୬୦ ହଜାର ଫାଇନ୍‌ । ଟ୍ରାଫିକ ଚେକିଂ ବେଳେ ସମ୍ବଲପୁର ଅଇଁଠାପାଲି ଛକରେ ଧରିଥିଲା ପୋଲିସ । ଦୁଇ ନାବାଳକଙ୍କ ମଧ୍ୟରୁ ଜଣଙ୍କ ବୟସ ୧୨ ବର୍ଷ ଓ ଅନ୍ୟ ଜଣଙ୍କ ବୟସ ୧୬ ବର୍ଷ । ଡ୍ରାଇଭିଂ ଲାଇସେନ୍‌ସ ନଥିବାରୁ ୫ହଜାର ଓ ନାବାଳକ ପାଇଁ ୨୫ହଜାର ଟଙ୍କା ଏପରି ଜଣ ପିଛା…

ବୌଦ୍ଧରେ ଘରୋଇ ବସ୍‌ ଉପରେ ସବୁଠୁ ବଡ ଫାଇନ୍‌, କଟିଲା ୬ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଜରିମାନା

ବୌଦ୍ଧ: ବୌଦ୍ଧରେ ଘରୋଇ ବସ୍‌ ଉପରେ ସବୁଠୁ ବଡ ଫାଇନ୍‌ । କଟିଲା ୬ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଜରିମାନା । ବସ୍‌ଟି ଭୁବନେଶ୍ୱରରୁ ବୌଦ୍ଧ ଯାଉଥିଲା । ଏହି ସମୟରେ ବସ୍‌କୁ ଧରିଥିଲା ବୌଦ୍ଧ ଆରଟିଓ । ବସ୍‌ଟି ୫ଟି ଟ୍ରାଫିକ୍‌ ନିୟମ ଉଲଂଘନ କରିଥିବା ଜଣାପଡ଼ିଛି । ବସ୍‌ର ରେଜିଷ୍ଟ୍ରେସନ୍‌…

ଆଜି ସମ୍ବଲପୁର ଲକ୍ଷ୍ମୀ ଟକିଜ୍‌ ଛକରେ ଜୋରଦାର ଚାଲିଛି ଟ୍ରାଫିକ୍‌ ଚେକିଂ, ଜଣେ ପୋଲିସ କର୍ମଚାରୀଙ୍କଠାରୁ ଆଦାୟ…

ସମ୍ବଲପୁର: ଆଜି ସମ୍ବଲପୁରରେ ଟ୍ରାଫିକ୍‌ ଜୋରଦାର ଚେକିଂ କରାଯାଉଛି । ସମ୍ବଲପୁରର ଲକ୍ଷ୍ମୀ ଟକିଜ୍‌ ଛକରେ ଜୋରଦାର ଚାଲିଛି ଚେକିଂ। ପୋଲିସ କର୍ମଚାରୀଙ୍କୁ ୧୦୦୦ଟଙ୍କା ଫାଇନ ଆଦାୟ କରାଯାଇଛି। ବିନା ହେଲମେଟରେ ଗାଡି ଚାଳନା ପାଇଁ କଟିଛି ଫାଇନ୍‌। ଗତକାଲି ୨୮୦ଜଣଙ୍କୁ ଫାଇନ୍‌ କରାଯାଇ ୨ଲକ୍ଷ…

ଜୋରଦାର ଚାଲିଛି ଚେକିଂ, ୨୪ ଘଣ୍ଟାରେ ଆଦାୟ ହେଲା ୧ କୋଟି ୬ ଲକ୍ଷ ଟଙ୍କା

ସରିଛି ୬ ମାସର ଡେଡଲାଇନ୍ । ପୁଣି କଡାକଡି ହୋଇଛି ଚେକିଂ ଏବଂ ପୁଣି ରାଜ୍ୟରେ କଡାକଡି ହୋଇଛି ଟ୍ରାଫିକ ନିୟମ । ଜୋରଦାର କରାଯାଇଛି ଯାଞ୍ଚ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡ଼ି କରାଯାଉଛି । ଗତ ୨୪ ଘଣ୍ଟା ଭିତରେ ୩୮୭୦ ଜଣଙ୍କ ପାଖରୁ ଆଦାୟ ହୋଇଛି ୧…

ଜୟପୁରରୁ ବିସ୍ଫୋରକ ବୋଝେଇ ଟ୍ରକ୍‌ ଜବତ, ଡ୍ରାଇଭର ଓ ହେଲ୍‌ପରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍

ଜୟପୁର: ଜୟପୁରରୁ ବିସ୍ଫୋରକ ବୋଝେଇ ଟ୍ରକ୍‌ ଜବତ । ରାତିରେ ପାଟ୍ରୋଲିଂ କରୁଥିବା ବେଳେ ବିସ୍ଫୋରକ ବୋଝେଇ ଟ୍ରକ୍‌କୁ ଜବତ କରିଛି ଜୟପୁର ଟାଉନ ଥାନା ପୋଲିସ । ଏହି ଟ୍ରକ୍‌ଟି ହାଇଦ୍ରାବାଦରୁ ମାଲକାନଗିରି ଯାଉଥିବା ସୂଚନା ମିଳିଛି । ଏହାସହ ଗାଡିର ଡ୍ରାଇଭର ଓ ହେଲ୍‌ପରକୁ ଅଟକ ରଖି ପଚରାଉଚରା…