Below header
Browsing Tag

traffic fine

ଆଜିଠୁ ପୁଣି ରାଜ୍ୟରେ କଡାକଡି ହୋଇଛି ଟ୍ରାଫିକ ନିୟମ, ଭୁବନେଶ୍ୱର ଆରଟିଓ ୨ ଅଂଚଳରୁ ମୋଟ ୨.୫ ଲକ୍ଷ ଟଙ୍କାର ଫାଇନ ଆଦାୟ

ଭୁବନେଶ୍ବର: ସରିଲା ୬ ମାସର ଡେଡଲାଇନ୍‌ । ପୁଣି ଫେରିଲା ଟ୍ରାଫିକ୍‌ ଟେନ୍‌ସନ୍‌ । ଆଜିଠୁ ପୁଣି ରାଜ୍ୟରେ କଡାକଡି ହୋଇଛି ଟ୍ରାଫିକ ନିୟମ । ଜୋରଦାର କରାଯାଇଛି ଯାଞ୍ଚ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡ଼ି କରାଯାଉଛି । ଆଜି ଭୁବନେଶ୍ୱର ଆରଟିଓ ୨ ଅଂଚଳରୁ…

ଆଉ ବଢ଼ିବ ନାହିଁ ଡେଡଲାଇନ୍‌, କାଲିଠୁ କଡ଼ାକଡି ହେବ ଟ୍ରାଫିକ୍‌ ଚେକିଂ

ଭୁବନେଶ୍ବର: ପୂରିଲା ମହଲତ । କାଲିଠୁ କଡ଼ାକଡି ହେବ ଟ୍ରାଫିକ୍‌ ଚେକିଂ । ନୂଆ ମୋଟରଯାନ ଆଇନ ଅନୁସାରେ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟକୁ କଡାକଡି କରାଯିବ । ଆଉ ବଢ଼ିବ ନାହିଁ ଡେଡଲାଇନ୍‌ । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଫଳରେ ନିୟମ ଉଂଲଘନକାରୀଙ୍କୁ…

କଟକ: ମହଙ୍ଗା ପଡ଼ିଲା ଟ୍ରାଫିକ୍‌ ନିୟମ ଉଲ୍ଲଂଘନ, ନାବଳକ ପୁଅ ଚଲାଇଥିଲେ ଗାଡି ବାପା ଗଣିବେ ୨୬ ହଜାର ଟଙ୍କା ଫାଇନ୍‌

କଟକ(କେନ୍ୟୁଜ୍): ମହଙ୍ଗା ପଡ଼ିଲା ଟ୍ରାଫିକ୍‌ ନିୟମ ଉଲ୍ଲଂଘନ । ନିୟମ ଭାଙ୍ଗିଲା ପୁଅ,ବାପା ଗଣିଲେ ତଣ୍ଡ । କଟକରେ ନାବାଳକ ଗାଡି ଚଲାଇ ଗଣିବେ ଫାଇନ୍‌। ୨୬ ହଜାର ଟଙ୍କା ଫାଇନ୍‌ ଗଣିବେ ନାବାଳକଙ୍କ ବାପା। ନାବାଳକ ଜଣକ ହେଉଛନ୍ତି ବାରଙ୍ଗ ଗୋଠସାହି ଅଞ୍ଚଳର। ନାବାଳକ ସହ ବିନା ହେଲମେଟ ଯୋଗୁ…

ରାୟଗଡ଼ା: ନାବାଳକ ପୁଅ ଚଳାଇଲା କାର୍‌, ବାପା ଗଣିଲେ ୨୫ହଜାର ଟଙ୍କା ଜରିମାନା

ରାୟଗଡ଼ା : ନାବାଳକ ପୁଅ ଚଳାଇଲା କାର୍‌ ବାପା ଗଣିଲେ ଜରିମାନା। ବାପାଙ୍କୁ ୨୫ହଜାର ଟଙ୍କାର ଜରିମାନା ପରିବହନ ବିଭାଗକୁ ଦେବାକୁ ପଡିଛି। ରାୟଗଡ଼ା ସହରର କସ୍ତୁରୀ ନଗରରେ ରହୁଥିବା ସେକ୍‌ ତାପିରବୁଲ ତାଙ୍କ କାର୍‌ ଘର ବାହାରେ ରଖିଥିବା ସମୟରେ ପୁଅ ତାଙ୍କ ଅଜାଣତରେ ନେଇ ପଳାଇଥିଲା।…

ଓଲିଉଡ୍‌ ଅଭିନେତା ବାବୁସାନଙ୍କୁ ବିନା ହେଲମେଟରେ ବାଇକ୍‌ ଚଳାଇବା ପଡିଲା ମହଙ୍ଗା, ଚାଲାଣ କାଟିଲା କମିସନରେଟ ଟ୍ରାଫିକ…

ଭୁବନେଶ୍ବର: ସିନେ ତାରକାଙ୍କୁ ଫାଇନ୍‌। ଓଲିଉଡ୍‌ ଅଭିନେତା ବାବୁସାନ୍‌ଙ୍କୁ ବିନା ହେଲମେଟରେ ବାଇକ୍‌ ଚଳାଇବା ପଡିଲା ମହଙ୍ଗା। ଟ୍ରାଫିକ ନିୟମ ଉଲଂଘନ କରି ବିନା ହେଲମେଟରେ ଗାଡି ଚଳାଉଥିବା ଏକ ଭିଡିଓ ଟ୍ଵିଟରରେ ଅପଲୋଡ ହେବା ପରେ ତାଙ୍କ ନାଁରେ ଚାଲାଣ କଟାଯାଇଛି। କମିଶନରେଟ୍‌ ପୋଲିସ ୧ହଜାର…

ଆଜିଠୁ କଡାକଡି ଟ୍ରାଫିକ୍‌ ନିୟମ, ଉଲ୍ଲଘଂନକାରୀଙ୍କୁ ଆଉ ନାହିଁ ନିସ୍ତାର

ଟ୍ରାଫିକ୍‌ ନିୟମ ଉଲ୍ଲଘଂନକାରୀଙ୍କୁ ଆଜିଠୁ ଆଉ ନିସ୍ତାର ନାହିଁ । ମଦ ପିଇ ଗାଡ଼ି ଚାଳନା, ବିପଦ୍‌ଜନକ ଗାଡ଼ି ଚାଳନା, ଦ୍ରୁତ ବେଗରେ ଗାଡ଼ି ଚାଳନା, ଟ୍ରାଫିକ ନିୟମ ଭାଙ୍ଗିବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ଦୁଇ ଚକିଆରେ ତିନି ଜଣ ଯିବା, ଓଭର ଲୋଡିଂ, ରେଡ୍‌ ଲାଇନ୍‌ ଜମ୍ପ କରିବା,…

ଟ୍ରାଫିକ୍‌ ପୋଲିସ ଜାଲରେ ଟାଉନ୍‌ ଟାଇଗର, କାର ପଛରେ ଲଗାଇଥିଲେ ଫ୍ୟାନ୍ସି ନମ୍ବର ପ୍ଲେଟ୍‌

ଫୁଲନଖରା : ଟ୍ରାଫିକ୍‌ ପୋଲିସ ଜାଲରେ ଟାଉନ୍‌ ଟାଇଗର । ଟାଉନ୍‌ ଟାଇଗର ନାଁ ଯୋଗୁ ହଇରାଣ ହୋଇଛନ୍ତି ଗାଡି ଡ୍ରାଇଭର । ଫୁଲନଖରା ଗୌରହରି ସାହୁଙ୍କ ଏକ ଧଳା ରଙ୍ଗର କାର ରହିଛି । ଏହାର ନମ୍ବର ରହିଛି ଓଡ଼ି-୦୨ଏମ୍‌ଏମ୍‌ ୨୨୨୨ । ଗୌରହରି ତାଙ୍କ କାର ପଛରେ ଫ୍ୟାନ୍ସି ନମ୍ବର ପ୍ଲେଟ୍‌ ଲଗାଇଛନ୍ତି…

‘ଯାହା କରୁଛ କର, ଫାଇନ କାଟିଲେ କରିଦେବି ସୁଇସାଇଡ୍‌,’ ପୋଲିସଙ୍କୁ ଯୁବତୀଙ୍କ ଧମକ

ଟ୍ରାଫିକ୍‌ ନିୟମ ଉଲଂଘନ କଲେ ଲୋକମାନଙ୍କୁ ଭାରୀ ଜରିମାନା ଭରିବାକୁ ପଡୁଛି। ଚାଳକ ମାନେ ଏବେ ଚାଳାଣ ଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି। ପ୍ରାୟ ସବୁବେଳେ ପୋଲିସ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଯୁକ୍ତି ତର୍କର ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।…