Below header

ବାଲେଶ୍ୱରରେ ଲୋକନାଥ ନାମକ ବସ୍‌କୁ ଜବତ କଲା ଆଞ୍ଚଳିକ ପରିବହନ ଅଧିକାରୀ, କଟିଲା ୧୩ ଲକ୍ଷ ୫୦ ହଜାର ଟଙ୍କା ଫାଇନ୍

ବାଲେଶ୍ୱର: ବାଲେଶ୍ୱରରେ ଲୋକନାଥ ନାମକ ବସ୍‌କୁ ଜବତ କରିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ। ବସ୍‌ ମାଲିକଙ୍କ ନାଁରେ ଥିବା ଅନ୍ୟ ଦୁଇଟି ବସ୍‌ ବାବଦକୁ ମୋଟ ୧୩ ଲକ୍ଷ ୫୦ ହଜାର ଟଙ୍କା ବାକି ରହିଛି। ବକେୟା ଟଙ୍କା ପୈଠ ନକରିବାରୁ ଏହି ବସ୍‌କୁ ଜବତ କରାଯାଇଥିବା ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ କହିଛନ୍ତି। ଟ୍ରାନ୍ସପୋର୍ଟ କମିଶନରଙ୍କ ନିର୍ଦ୍ଦେଶରେ ବସ୍‌କୁ ଜବତ କରାଯାଇଛି। ବଲାଙ୍ଗିରରୁ ବାଲେଶ୍ୱରକୁ ଫେରୁଥିବା ବେଳେ ବସ୍‌କୁ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.