Below header
Browsing Tag

heavy fine

ଏବେ ମାସ୍କ ନପିନ୍ଧିଲେ ବିନା ଓ୍ଵାରେଣ୍ଟରେ ହୋଇପାରନ୍ତି ଗିରଫ୍, ଜାଣନ୍ତୁ କେଉଁ ରାଜ୍ୟରେ କ’ଣ ରହିଛି ଦଣ୍ଡ

ଦିଲ୍ଲୀ ଭଳି କେତେକ ସ୍ଥାନରେ ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏନେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବାରମ୍ବାର ଲୋକଙ୍କୁ ମାସ୍କ ପିନ୍ଧିବା, ହାତ ସଫା ରଖିବା ସହ ସାମାଜିକ ଦୂରତା ପାଳନ କରିବା ପାଇଁ ନିବେଦନ କରିଛନ୍ତି। ଏହାବ୍ୟତୀତ ଲୋକ ଅବହେଳା କରି ମାସ୍କ ପିନ୍ଧୁ…

ବାଲେଶ୍ୱରରେ ଲୋକନାଥ ନାମକ ବସ୍‌କୁ ଜବତ କଲା ଆଞ୍ଚଳିକ ପରିବହନ ଅଧିକାରୀ, କଟିଲା ୧୩ ଲକ୍ଷ ୫୦ ହଜାର ଟଙ୍କା ଫାଇନ୍

ବାଲେଶ୍ୱର: ବାଲେଶ୍ୱରରେ ଲୋକନାଥ ନାମକ ବସ୍‌କୁ ଜବତ କରିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ। ବସ୍‌ ମାଲିକଙ୍କ ନାଁରେ ଥିବା ଅନ୍ୟ ଦୁଇଟି ବସ୍‌ ବାବଦକୁ ମୋଟ ୧୩ ଲକ୍ଷ ୫୦ ହଜାର ଟଙ୍କା ବାକି ରହିଛି। ବକେୟା ଟଙ୍କା ପୈଠ ନକରିବାରୁ ଏହି ବସ୍‌କୁ ଜବତ କରାଯାଇଥିବା ବାଲେଶ୍ୱର ଆଞ୍ଚଳିକ ପରିବହନ…

ନୂଆ ଟ୍ରାଫିକ୍‌ ନିୟମରେ ପୁଣି ଆସିଲା କଡ଼ା ଫାଇନ୍‌, ଆକ୍ଟିଭା ସ୍କୁଟର ପାଇଁ ଲକ୍ଷେ

ଭୁବନେଶ୍ବର(କେନ୍ୟୁଜ୍): ନୂଆ ଟ୍ରାଫିକ୍‌ ନିୟମରେ ପୁଣି ଆସିଲା କଡ଼ା ଫାଇନ୍‌ । ଆକ୍ଟିଭା ସ୍କୁଟର ପାଇଁ ହୋଇଛି ଲକ୍ଷେ ଟଙ୍କାର ଫାଇନ୍‌ । ଗାଡି ବିକ୍ରି କରିଥିବା ଡିଲରଙ୍କ ଉପରେ ଏହି ଜରିମାନା କରାଯାଇଛି । କଟକରୁ ଆସିଛି ଏଭଳି ଘଟଣା । ବାରଙ୍ଗ ନିକଟରେ ଚେକିଂ ବେଳେ କଟକ ଆରଟିଓ ପକ୍ଷରୁ…