ଢେଙ୍କାନାଳ: ରେଳ ଧାରଣାରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତ ଦେହ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କନାଳ ସଦର ଥାନା ଅନ୍ତର୍ଗତ ଦାଣ୍ଡିମାଳ ପିଏଚ୍ ରେଳଧାରଣାରେ ଜଣେ ଯୁବତୀଙ୍କ ମୃତ ଦେହ ଠାବ। ଯୁବତୀ ଜଣକ ହେଉଛନ୍ତି ବଳରାମପୁର ଗ୍ରାମର ସୁନିତା ପରିଡା । ସୁନିତାଙ୍କ ବିବାହ କିଛି ଦିନ ତଳେ ସ୍ଥିର ହୋଇଥିବାର ଜଣା ପଡିଛି। ତେବେ ସୁନିତା ଅତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ସୁନିତାଙ୍କ ମୃତ୍ୟୁ ପରେ ତାଙ୍କ ଘରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

 

 

Leave A Reply

Your email address will not be published.