ଯାଜପୁର ବାସୁଦେବପୁର ପଞ୍ଚାୟତରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ସାମିଲ ହେଲା ଗୋବିନ୍ଦପୁର ଗାଁ

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ବାସୁଦେବପୁର ପଞ୍ଚାୟତରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବଢିଲା କଣ୍ଟେନମେଣ୍ଟ ଅବଧି ଏବଂ ସାମିଲ ହେଲା ଗୋବିନ୍ଦପୁର ଗାଁ ।ଆସନ୍ତା ମେ ମାସ ୧୮ ତାରିଖ ରାତି ୮ ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଆଜି ବାସୁଦେବପୁର ଗାଁ ରୁ ୩୪ ବର୍ଷୀୟ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପୂର୍ବରୁ ବାସୁଦେବପୁର ରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଘୋଷଣା ହୋଇଥିଲା କଣ୍ଟେନମେଣ୍ଟ ଅଞ୍ଚଳ।

 

Leave A Reply

Your email address will not be published.