ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୯୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୧୧୫ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୭୮୯ । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୧୨୮, କଟକରୁ ୧୧୧, ଅନୁଗୁଳରୁ ୧୦୯ ଓ କେନ୍ଦ୍ରାପଡାରୁ ୧୦୬ ନୂଆ କେସ୍ ସାମ୍ନାକୁ ଆସିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୨ ଲକ୍ଷ ୭୨ ହଜାର ୨୫୦କୁ ବୃଦ୍ଧି ପାଇଛି ।
Covid-19 Report For 19th October
New Positives Cases: 1904
In quarantine: 1115
Local contacts: 789(Details of local contacts will be shared by concerned District Administration)
District Wise Cases
1. Angul: 109
2. Balasore: 90
3. Bargarh: 35
4. Bhadrak: 19
5. Balangir: 66— I & PR Department, Odisha (@IPR_Odisha) October 20, 2020
6. Boudh: 24
7. Cuttack: 111
8. Deogarh: 21
9. Dhenkanal: 50
10. Gajapati: 2
11. Ganjam: 39
12. Jagatsinghpur: 73
13. Jajpur: 49
14. Jharsuguda: 51
15. Kalahandi: 76
16. Kandhamal: 18
17. Kendrapada: 106
18. Keonjhar: 56
19. Khurda: 221
20. Koraput: 36
21. Malkangiri: 30— I & PR Department, Odisha (@IPR_Odisha) October 20, 2020
22. Mayurbhanj: 93
23. Nawarangpur: 43
24. Nayagarh: 32
25. Nuapada: 128
26. Puri: 49
27. Rayagada: 17
28. Sambalpur: 44
29. Sonepur: 73
30. Sundargarh: 100
31. State Pool: 43New recoveries: 2738
Cumulative Tested: 4117090
Positive: 272250
Recovered: 249575
Active cases: 21454— I & PR Department, Odisha (@IPR_Odisha) October 20, 2020
ସେପଟେ ଆଜି ଆଉ ୧୬ ଜଣଙ୍କ ଜୀବନ ନେଇଛି କରୋନା । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୧୬୮ରେ ପହଞ୍ଚିଛି । ଆକ୍ଟିଭ୍ କେସ୍ ୨୧ ହଜାର ୪୫୪ ଥିବାବେଳେ ୨ ଲକ୍ଷ ୪୯ ହଜାର ୫୭୫ ଆରୋଗ୍ୟ ହେଲେଣି ।