ଭୁବନେଶ୍ୱର(କେ ନ୍ୟୁଜ): ରେଳବାଇ କର୍ମଚାରୀଙ୍କ ଘରେ ସିବିଆଇ ରେଡ୍ । ସିନିୟର ଟ୍ରାଭେଲିଂ ଅଫିସର ରବି ନାରାୟଣ ରଥଙ୍କ ଘରେ ରେଡ୍ କରିଛି ସିବିଆଇ । ଭୁବନେଶ୍ୱର କୋଳଥିଆ ଅଞ୍ଚଳରେ ସିବିିଆଇ ପକ୍ଷରୁ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇଟି ସ୍ଥାନରେ ଚଢାଉ ଜାରି ରହିଛି ।