ମେଷ : ଦିନଟି ବହୁତ ଭଲରେ କଟିବ । ତେବେ ସକାଳେ କରିବାକୁ ଥିବା ଯାତ୍ରା ସ୍ଥଗିତ ରଖନ୍ତୁ । ବନ୍ଧୁ ମିଳନ ହୋଇପାରେ ।
https://www.youtube.com/watch?v=wSWcDInAJ3E
ବୃଷ : କିଛି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ସ୍ବାସ୍ଥ୍ୟାବସ୍ଥା ବିଗିଡିପାରେ । ଶଶୁରଘର ଲୋକଙ୍କ ସହ ତିକ୍ତତା ଦେଖଦେଇପାରେ ।
https://www.youtube.com/watch?v=UzsGpB3wZIs
ମିଥୁନ : ଦିନଟି ଭଲରେ କଟିବ । ଅର୍ଥର ସଦୁପଯୋଗ ହେବ । ଆଶା ଅନୁଯାୟୀ ଫଳ ପାଇବେ ।
https://www.youtube.com/watch?v=WSUBL2LrjI8
କର୍କଟ : ଶୁଭରେ କଟିବ ଦିନ । ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ଦିନଟି ଅତି ଉତ୍ତମ ରହିବ ।
https://www.youtube.com/watch?v=20HLP-AdA1Y
ସିଂହ : ସର୍ବୋତ୍ତମ ରହିବ ଦିନଟି । ରାଜାନୈତିକ ଏବଂ କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଅତି ଉତ୍ତମ ରହିବ ।
https://www.youtube.com/watch?v=pEWSsKNviK8
କନ୍ୟା : ମଧ୍ୟମ ଧରଣର ରହିବ ଦିନ । ଆଶା ଅନୁଯାୟୀ ଫଳ ନପାଇ ମନରେ ଟିକେ ଗ୍ଲାନି ଦେଖାଦେଇପାରେ ।
https://www.youtube.com/watch?v=2yjWQWv_3jw
ତୂଳା : ପାରିବାରିକ ଜୀବନରେ କଳହ ଦେଖାଦେଇପାରେ । ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିବ ନାହିଁ ।
https://www.youtube.com/watch?v=1DnC7PCWkaY
ବିଛା : ମନ ଚଂଚଳ ରହିବ । କିଛି କାର୍ୟ୍ୟରେ ସଫଳତା ନପାଇପାରନ୍ତି ।
https://www.youtube.com/watch?v=Zoqn5iS-r_c
ଧନୁ : ଆଜି ଦିନଟି ବହୁତ ଭଲରେ କଟିବ । ଅଟକି ଯାଇଥିବା କାମ ଚାଲିବ ।
https://www.youtube.com/watch?v=OL0QqB4-MGs
ମକର : ଦିନଟି ଭଲରେ କଟିବ । ଉଚ୍ଚ ପଦରେ ବ୍ୟକ୍ତିଙ୍କ
https://www.youtube.com/watch?v=5KWIUivJSJo
କୁମ୍ଭ : ଦିନଟି ଅଳ୍ପ ମାତ୍ରାରେ ଭଲରେ ରହିବ ।
https://www.youtube.com/watch?v=75VEIYAfTR8
ମୀନ : ଦିନଟି ଭଲରେ କଟିବ ନାହିଁ । ଭିତ୍ତିହୀନ କଥାକୁ ନେଇ ଘରେ କଳହ ଦେଖାଦେଇପାରେ ।
https://www.youtube.com/watch?v=ecHaiBhCq30