Below header

ପଢନ୍ତୁ କଣ ରହିଛି ଆଜି ଆପଣଙ୍କ ଭାଗ୍ଯ

ମେଷ : ଦିନଟି ବହୁତ ଭଲରେ କଟିବ । ତେବେ ସକାଳେ କରିବାକୁ ଥିବା ଯାତ୍ରା ସ୍ଥଗିତ ରଖନ୍ତୁ । ବନ୍ଧୁ ମିଳନ ହୋଇପାରେ ।

https://www.youtube.com/watch?v=wSWcDInAJ3E

ବୃଷ : କିଛି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ସ୍ବାସ୍ଥ୍ୟାବସ୍ଥା ବିଗିଡିପାରେ । ଶଶୁରଘର ଲୋକଙ୍କ ସହ ତିକ୍ତତା ଦେଖଦେଇପାରେ ।

https://www.youtube.com/watch?v=UzsGpB3wZIs

ମିଥୁନ : ଦିନଟି ଭଲରେ କଟିବ । ଅର୍ଥର ସଦୁପଯୋଗ ହେବ । ଆଶା ଅନୁଯାୟୀ ଫଳ ପାଇବେ ।

https://www.youtube.com/watch?v=WSUBL2LrjI8

କର୍କଟ : ଶୁଭରେ କଟିବ ଦିନ । ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ଦିନଟି ଅତି ଉତ୍ତମ ରହିବ ।

https://www.youtube.com/watch?v=20HLP-AdA1Y

ସିଂହ : ସର୍ବୋତ୍ତମ ରହିବ ଦିନଟି । ରାଜାନୈତିକ ଏବଂ କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଅତି ଉତ୍ତମ ରହିବ ।

https://www.youtube.com/watch?v=pEWSsKNviK8

କନ୍ୟା : ମଧ୍ୟମ ଧରଣର ରହିବ ଦିନ । ଆଶା ଅନୁଯାୟୀ ଫଳ ନପାଇ ମନରେ ଟିକେ ଗ୍ଲାନି ଦେଖାଦେଇପାରେ ।

https://www.youtube.com/watch?v=2yjWQWv_3jw

ତୂଳା : ପାରିବାରିକ ଜୀବନରେ କଳହ ଦେଖାଦେଇପାରେ । ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିବ ନାହିଁ ।

https://www.youtube.com/watch?v=1DnC7PCWkaY

ବିଛା : ମନ ଚଂଚଳ ରହିବ । କିଛି କାର‌୍ୟ୍ୟରେ ସଫଳତା ନପାଇପାରନ୍ତି ।

https://www.youtube.com/watch?v=Zoqn5iS-r_c

ଧନୁ : ଆଜି ଦିନଟି ବହୁତ ଭଲରେ କଟିବ । ଅଟକି ଯାଇଥିବା କାମ ଚାଲିବ ।

https://www.youtube.com/watch?v=OL0QqB4-MGs

ମକର : ଦିନଟି ଭଲରେ କଟିବ । ଉଚ୍ଚ ପଦରେ ବ୍ୟକ୍ତିଙ୍କ

https://www.youtube.com/watch?v=5KWIUivJSJo

କୁମ୍ଭ : ଦିନଟି ଅଳ୍ପ ମାତ୍ରାରେ ଭଲରେ ରହିବ ।

https://www.youtube.com/watch?v=75VEIYAfTR8

ମୀନ : ଦିନଟି ଭଲରେ କଟିବ ନାହିଁ । ଭିତ୍ତିହୀନ କଥାକୁ ନେଇ ଘରେ କଳହ ଦେଖାଦେଇପାରେ ।

https://www.youtube.com/watch?v=ecHaiBhCq30

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.