ଭୁବନେଶ୍ବର(କେନ୍ଯୁଜ୍): ସୈନିକ ୱେଲଫେୟାର ଅର୍ଗାନାଇଜେସନର ୩୧ କୋଟି ଟଙ୍କା ଠକେଇ ମାମଲାରେ ୨ ଜଣଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ହୋଇଛି । ସେମାନଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି ।
ସୁଲଭ ଦରରେ ଘର କରାଇ ଦେବେ କହି ୫୩୨ ଜଣଙ୍କ ଠାରୁ ୩୧ କୋଟିରୁ ଅଧିକ ଠକିଥିଲେ ଅବସରପ୍ରାପ୍ତ ସେନା ଅଧିକାରୀ ରାକେଶ ରଣା ଓ brookson infrastructureର Md ପୂର୍ଣ୍ଣଚନ୍ଦ୍ର ପଣ୍ଡା ।