Browsing Tag

fraud case

ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲା, ଶଙ୍କର ଓ ସୁରେଶର ହେବ ପଲିଗ୍ରାଫ ଟେଷ୍ଟ

ବ୍ରହ୍ମପୁର: ଶଙ୍କର ଓ ସୁରେଶର ହେବ ପଲିଗ୍ରାଫ ଟେଷ୍ଟ । ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଦୁଇ ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ। ପୋଲିସର ଜେରା ବେଳେ କେତେ ସତ କେତେ ମିଛ କହିଛନ୍ତି ଅଭିଯୁକ୍ତ । ସେନେଇ ତନାଘନା କରିବାକୁ ହେବ ଟେଷ୍ଟ। ଏଥିପାଇଁ କ୍ରାଇମବ୍ରାଞ୍ଚ ପୋଲିସ ବ୍ରହ୍ମପୁର…

ପୋଲିସ SI ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲା, ଆଉ ୨ ଗିରଫ

ଭୁବନେଶ୍ବର: ପୋଲିସ SI ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀଙ୍କୁ ତଦନ୍ତ ଦାୟିତ୍ଵ । ମାମଲାର ତଦନ୍ତ କାରୀ ଅଧିକାରୀ ଭାବେ ସେ ଦାୟିତ୍ଵ ତୁଲାଇବେ । ସେ ଗୋଲାନ୍ଥରା ଥାନା ଯାଇ ମାମଲାର ସବୁ କାଗଜପତ୍ର ହାତକୁ ନେବେ । ବ୍ରହ୍ମପୁର ପୋଲିସ ପ୍ରାଥମିକ…

୧୨୩ କୋଟି ଟଙ୍କାର ହରିତ କୃଷି ନିଧି କମ୍ପାନୀ ଠକେଇ ମାମଲା, ଗିରଫ ହେଲେ ମାଆ ଓ ଝିଅ

ଭୁବନେଶ୍ୱର: ମୁହଁ ଲୁଚାଇ ହାତ ଧରାଧରା ହୋଇ ଠିଆ ହୋଇଛନ୍ତି ଦୁଇ ମହିଳା । ଏମାନେ ସମ୍ପର୍କରେ ମାଆ ଝିଅ । ଏମାନେ ଏମିତି କାରନାମା କରିଛନ୍ତି ଯେ ମୁହଁ ଲୁଚାଇବା ଛଡା ଏମାନଙ୍କ ପାଖରେ ଆଉ କିଛି ବାଟ ନାହିଁ । କମ୍ ଦିନରେ ଅଧିକ ସୁଧର ଲୋଭ ଦେଖାଇବା ନାଁରେ କରୁଥିଲେ ହରିଲୁଟ୍ । ସାଧାରଣ…

ନୀଳାଦ୍ରି ଭକ୍ତ ନିବାସ ନାଁରେ ଠକେଇ, ୨ ସାଇବର ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ପୁରୀର ନୀଳାଦ୍ରି ଭକ୍ତ ନିବାସ ନାଁରେ ନକଲି ୱେବସାଇଟ୍ ପ୍ରସ୍ତୁତ କରି ଭକ୍ତଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ । କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ଆଗ୍ରାର ଅଂଶୁମାନ ଶର୍ମା ଓ ପ୍ରୟାଗରାଜର ଅରବିନ୍ଦ କୁମାର ।  ଶ୍ରୀମନ୍ଦିର ମୁଖ୍ୟ…

ସିବିଆଇ ଅଫିସର କହି ୩୪ ଲକ୍ଷ ୫୦ ହଜାର ଟଙ୍କା ଠକିବା ଘଟଣା, ଅଭିଯୁକ୍ତକୁ ରାଜସ୍ଥାନରରୁ ଆଣିଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଡିଜିଟାଲ ଆରେଷ୍ଟ ନାଁରେ ୩୪ ଲକ୍ଷ ଟଙ୍କା ଠକେଇ ଘଟଣାରେ ଜଣେ ଗିରଫ । ରାଜସ୍ଥାନର ସୁବାଷକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ । ଶୁକ୍ରବାର ବ୍ରହ୍ମପୁର ପହଞ୍ଚିବା ପରେ ଅଭିଯୁକ୍ତଙ୍କୁ ଏସଡିଜେଏମ୍ କୋର୍ଟରେ ତାକୁ ହାଜର କରାଯାଇଥିଲା ।  ପରେ ତାକୁ…

ଗିରଫ ହେଲେ ରାଜା ଚକ୍ର, ୧୫୦ କୋଟି ଟଙ୍କାର ଠକେଇ ଅଭିଯୋଗ

ଭୁବନେଶ୍ୱର : ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଗିରଫ । ତାଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି । ରାଜା ଚକ୍ର ନାଁରେ ୧୫୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ରାଜା ଚକ୍ରର ୪୨ ଟି ଗାଡି ଜବତ ସହ କେଉଁଝରର ଦୁଇଟି କମ୍ପାନୀ ସିଲ ହୋଇଛି । …

ମିଛ ପରିଚୟ ଦେଇ ବିବାହ କରିଥିଲେ ଯୁବକ, ଏବେ ବାନ୍ଧିଲା ପୋଲିସ

ଭୁବନେଶ୍ବର ଧଉଳି ଥାନାରୁ ସାମ୍ନାକୁ ଆସିଛି ଏକ ଠକେଇ ମାମଲା । ଏହି ମାମଲାରେ ଜଣେ ବ୍ୟକ୍ତି ମିଛ କହି ବିବହା କରିଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ ଅଭିଯୋଗକାରିଣୀ ଜଣକ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗତ ତା.୧୮.୦୬.୨୦୨୨ ରେ ହିନ୍ଦୁ ରୀତିନୀତି ଅନୁଯାଇ ପାରିବାରିକ ସମ୍ମତି କ୍ରମେ ବିବାହ…

୩. ୩୩ କୋଟି ଟଙ୍କା ହଡ଼ପ୍‌ ମାମଲା: ସେଣ୍ଟ୍ରାଲ ବ୍ୟାଙ୍କର ୨ ପୂର୍ବତନ ଅଧିକାରୀଙ୍କୁ ଗିରଫ କଲା EOW

ଭୁବନେଶ୍ବର (କେନ୍ୟୁଜ): ୩ କୋଟି ୩୩ଲକ୍ଷ ଟଙ୍କାରେ ବ୍ୟାଙ୍କ ଠକେଇ ମାମଲାରେ ଦୁଇ ଗିରଫ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଦୁଇ ପୂର୍ବତନ କର୍ମଚାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନେତିକ ଅପରାଧ ଶାଖା। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର କଟକ ଭଦ୍ରେଶ୍ବର ଶାଖାର ପୂର୍ବତନ ବ୍ୟାଙ୍କ…

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଠକେଇ ମାମଲାରେ ଓକିଲଙ୍କ ପ୍ରତିକ୍ରିୟା: କିଛି ଖଳପ୍ରକୃତିର ବ୍ୟକ୍ତି ଚକ୍ରାନ୍ତ କରି…

ଭୁବନେଶ୍ୱର (କେନ୍ୟୁଜ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଠକେଇ ମାମଲା। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ବର୍ଷାଙ୍କ ଓକିଲ। ସେ କହିଛନ୍ତି ଏହା ଏକ ବୃଥାହୀନ ଅଭିଯୋଗ। ଏଥିରେ କିଛିବି ସତ୍ୟତା ନାହିଁ। ଆମ ପାଖରେ ଯାହାବି ତଥ୍ୟ ରହିଛି ସେସବୁ ଆମେ ଥାନ ଅଧିକାରୀଙ୍କୁ ପ୍ରଦାନ କରିବୁ।…

ଭୁବନେଶ୍ୱରରେ ଘର ଦେବା ନାଁରେ ଠକେଇ ମାମଲା, ଜେଲ ଗଲେ ବିଲ୍‌ଡର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଘର ଦେବା ନାଁରେ ଠକେଇ ମାମଲାରେ ଜେଲ ଗଲେ ବିଲ୍‌ଡର। ଓଡିଶା ହୋମସ୍‌ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାନ୍ତ୍ରାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଘର ଯୋଗାଇବା ପାଇଁ ବିଭିନ୍ନ…

୬୦ ଲକ୍ଷ ଟଙ୍କା ଋଣ ଘଟଣାର ପର୍ଦ୍ଦାଫାସ୍: ବ୍ୟାଙ୍କ ଠକେଇ ଗ୍ୟାଙ୍ଗକୁ ଧରିଲା କଟକ ଲାଲବାଗ ଥାନା ପୋଲିସ୍

କଟକ (କେନ୍ଯୁଜ୍): ମାଲିକଙ୍କ ଅଜାଣତରେ ବ୍ୟାଙ୍କରେ ଜମି ବନ୍ଧା ପକାଇ ୬୦ ଲକ୍ଷ ଟଙ୍କାର ଋଣ ଘଟଣାର ପର୍ଦ୍ଦାଫାସ । ବ୍ୟାଙ୍କ ଠକେଇ ଗ୍ୟାଙ୍ଗକୁ ଧରିଛି କଟକ ଲାଲବାଗ ଥାନା ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଲାଲବାଗ ଅଞ୍ଚଳର ମୂଳ ଜମି…

୩୧ କୋଟି ଟଙ୍କା ଠକେଇ ମାମଲା: ୨ ଜଣଙ୍କୁ ୫ ବର୍ଷ କାରାଦଣ୍ଡାଦେଶ, ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍): ସୈନିକ ୱେଲଫେୟାର ଅର୍ଗାନାଇଜେସନର ୩୧ କୋଟି ଟଙ୍କା ଠକେଇ ମାମଲାରେ ୨ ଜଣଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ହୋଇଛି । ସେମାନଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି । ସୁଲଭ ଦରରେ ଘର କରାଇ ଦେବେ କହି ୫୩୨ ଜଣଙ୍କ ଠାରୁ ୩୧ କୋଟିରୁ ଅଧିକ ଠକିଥିଲେ…