Browsing Tag

fraud case

ତାନ୍ତ୍ରିକ କହିଲା ଘର ତଳେ ଅଛି ଅଢ଼େଇ କ୍ୱିଣ୍ଟାଲ ସୁନା, ଖୋଲିବାରୁ ବାହାରିଲା ଏମିତି କିଛି…

ଦୁନିଆ ଯେତିକି ଆଗକୁ ଗଲେ ମଧ୍ୟ ଆଜି ବି କେତେକ ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ରହିଯାଇଛନ୍ତି। ତନ୍ତ୍ରମନ୍ତ୍ର, ଯାଦୁବିଦ୍ୟା ଆଦି ମାଧ୍ୟମରେ ସେମାନେ ଅପର୍ଯ୍ୟାପ୍ତ ଅର୍ଥ ପାଇପାରିବେ ବୋଲି ବିଶ୍ୱାସ କରୁଛନ୍ତି। ଏବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଲୁଧିଆନାର ଚକ୍କ…