୩୧ କୋଟି ଟଙ୍କା ଠକେଇ ମାମଲା: ୨ ଜଣଙ୍କୁ ୫ ବର୍ଷ କାରାଦଣ୍ଡାଦେଶ, ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍): ସୈନିକ ୱେଲଫେୟାର ଅର୍ଗାନାଇଜେସନର ୩୧ କୋଟି ଟଙ୍କା ଠକେଇ ମାମଲାରେ ୨ ଜଣଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ହୋଇଛି । ସେମାନଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି ।

ସୁଲଭ ଦରରେ ଘର କରାଇ ଦେବେ କହି ୫୩୨ ଜଣଙ୍କ ଠାରୁ ୩୧ କୋଟିରୁ ଅଧିକ ଠକିଥିଲେ ଅବସରପ୍ରାପ୍ତ ସେନା ଅଧିକାରୀ ରାକେଶ ରଣା ଓ brookson infrastructureର Md ପୂର୍ଣ୍ଣଚନ୍ଦ୍ର ପଣ୍ଡା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.