ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏକକାଳୀନ ଚାଲିଛି ୩ଟି ସ୍ଥାନରେ ଚଢାଉ

ସମ୍ବଲପୁର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ରେଡ୍‌।

କୁଚିଣ୍ଡା ୨ନମ୍ବର ୱାର୍ଡ ସ୍ଥିତ ବାସଭବନ, ପୈତୃକ ଘର, ଜମନକିରା ସ୍ଥିତ ସୁବର୍ଣ୍ଣପାଲି ଅଫିସ ଓ ଝାଙ୍କରପାଲି କାର୍ଯ୍ୟାଳୟରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.