ବିଶ୍ୱକପ୍ ହକି ପାଇଁ ବାଲୁକାଶିଳ୍ପୀ ମାନସ ସାହୁ ତିଆରି କରିଛନ୍ତି ସ୍ୟାଣ୍ଡ ଆନିମେସନ୍

ପୁରୀ (କେନ୍ୟୁଜ୍) : ଭୁବନେଶ୍ୱରରେ ବିଶ୍ୱକପ୍ ହକି ପାଇଁ ବାଲୁକାଶିଳ୍ପୀ ମାନସ ସାହୁ ତିଆରି କରିଛନ୍ତି ସ୍ୟାଣ୍ଡ ଆନିମେସନ୍। ୩ମିନିଟ୍ ୨୩ସେକେଣ୍ଟର ଏହି ସ୍ୟାଣ୍ଡ ଆନିମେସନ୍ ଜରିଆରେ ସେ ବିଶ୍ୱକପ୍ ହକି ପାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଶୁଭେଛା ଜଣାଇଛନ୍ତି। ଏହି ଆନିମେସନ୍ ଭିଡିଓରେ ସେ ଓଡ଼ିଶାର କଳା, ସ୍ଥାପତ୍ୟ ଓ ଐତିହ୍ୟ ପ୍ରଦର୍ଶନ କରିଛନ୍ତି।

Leave A Reply

Your email address will not be published.