Browsing Tag

sand animation

ମାନସ ସାହୁଙ୍କ ଦ୍ୱାରା ପରିକ୍ରମା ପ୍ରକଳ୍ପକୁ ନେଇ ୫ମିନିଟ ୩୦ ସେକେଣ୍ଡର କ୍ଷୁଦ୍ର ବାଲୁକା ଆନିମେସନ

ପୁରୀ (କେନ୍ୟୁଜ): ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି ସଜେଇ ହୋଇଛି ଶ୍ରୀକ୍ଷେତ୍ର । ରଙ୍ଗୀନ ଆଲୋକ ସାଙ୍ଗକୁ ପାରମ୍ପରିକ ଚିତ୍ର କଳାରେ ଚମକୁଛି ଶ୍ରୀକ୍ଷେତ୍ରର ମୁଖ୍ୟ ପ୍ରବେଶ ପଥ ସହ ରାସ୍ତା ଘାଟ । ଭବ୍ୟ ଉତ୍ସବକୁ ଚିରସ୍ମରଣୀୟ କରିବା ଲାଗି ରାଜ୍ୟ ସରକାର ଙ୍କ…

ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ନେଇ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନଙ୍କ ଦ୍ବାରା ସ୍ୟାଣ୍ଡ ଆନିମେସନ୍

ପୁରୀ: ଆଜି ରାଷ୍ଟ୍ରପତି ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହି ଅବସରରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ ତିଆରି କରି ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ସ୍ୱାଗତ ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରତିକୃତି ସହ…

ବିଶ୍ୱକପ୍ ହକି ପାଇଁ ବାଲୁକାଶିଳ୍ପୀ ମାନସ ସାହୁ ତିଆରି କରିଛନ୍ତି ସ୍ୟାଣ୍ଡ ଆନିମେସନ୍

ପୁରୀ (କେନ୍ୟୁଜ୍) : ଭୁବନେଶ୍ୱରରେ ବିଶ୍ୱକପ୍ ହକି ପାଇଁ ବାଲୁକାଶିଳ୍ପୀ ମାନସ ସାହୁ ତିଆରି କରିଛନ୍ତି ସ୍ୟାଣ୍ଡ ଆନିମେସନ୍। ୩ମିନିଟ୍ ୨୩ସେକେଣ୍ଟର ଏହି ସ୍ୟାଣ୍ଡ ଆନିମେସନ୍ ଜରିଆରେ ସେ ବିଶ୍ୱକପ୍ ହକି ପାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଶୁଭେଛା ଜଣାଇଛନ୍ତି। ଏହି ଆନିମେସନ୍ ଭିଡିଓରେ ସେ…