ଭୁବନେଶ୍ୱର ବାପୁଜୀନଗରର ଖାଓଗଲି ସିଲ୍, ମାନୁନଥିଲା କୋଭିଡ ନିୟମ

ଭୁବନେଶ୍ବର(କେନ୍ୟୁଜ୍):  ମହଙ୍ଗା ପଡ଼ିଲା କୋଭିଡ ନିୟମ ଉଲ୍ଲଙ୍ଘନ। ଦୁଇଦିନ ପାଇଁ ସିଲ୍‌ ହେଲା ଭୁବନେଶ୍ୱର ବାପୁଜୀନଗରର ଖାଓଗଲି। ପ୍ରବଳ ଲୋକ ଭିଡ଼ ନେଇ ବିଏମସି ଓ କମିସନରେଟ ପୋଲିସ ପକ୍ଷରୁ ଚଢଉ ହୋଇଥିଲା। ଜନଗହଳିରେ କୋଭିଡ ନିୟମର ଉଲ୍ଲଙ୍ଘନ ନେଇ ୨ଦିନ ପାଇଁ ସିଲ୍‌ କରିଛି ବିଏମସି।

ଏହା ସହ ମାର୍କେଟ ବିଲ୍‌ଡିଂରେ ଚଢାଉ ସହ ସଚେତନତା ସୃଷ୍ଟି କରିଛି କମିସନରେଟ ପୋଲିସ। ଏହା ସହ କଳ୍ପନା ଛକରେ ଥିବା ଉତ୍କଳ ଗ୍ୟାଲେରିଆ ମଲରେ ମଧ୍ୟ ପୋଲିସ ଚଢାଉ ହୋଇଛି।

 

 

 

Leave A Reply

Your email address will not be published.