ରାମମନ୍ଦିର ନିକଟ ଖାଓ ଗଳିରେ କଟକଣା ଜାରି, ବିଏମ୍ସି ପକ୍ଷରୁ ଲାଗିଲା ‘ନୋ ଭେଣ୍ଡିଂ ଜୋନ୍’ ସାଇନ୍ ବୋର୍ଡ
ଭୁବନେଶ୍ବର(କେନ୍ୟୁଜ୍) : ରାମମନ୍ଦିର ନିକଟ ଖାଓ ଗଳିରେ ବିଏମ୍ସି ପକ୍ଷରୁ ପୁଣି କଟକଣା ଜାରି । ଏଠାରେ ଲାଇସେନ୍ସପ୍ରାପ୍ତ ଦୋକାନୀଙ୍କ ବ୍ୟତୀତ ଏକାଧିକ ବ୍ୟବସାୟୀ ବିନା ଲାଇସେନ୍ସରେ ବସି ବ୍ୟବସାୟ କରୁଥିବାରୁ ବିଏମ୍ସି ଏଠାରେ ‘ନୋ ଭେଣ୍ଡିଂ ଜୋନ୍’ ସାଇନ୍ ବୋର୍ଡ ଲଗାଇ ସେମାନଙ୍କୁ…