ଧର୍ମଗଡ଼ (କେନ୍ୟୁଜ୍): ମାଓବାଦୀ ନାଁରେ ଚାନ୍ଦା ଅସୁଲି ଅଭିଯୋଗ । ମାଓବାଦୀଙ୍କ ନାଁରେ ବନ୍ଧୁକ ଦେଖାଇ ଜଣେ ଠିକାଦାରଙ୍କ ଠାରୁ ଦାଦାବଟି ଆଦାୟ କରୁଥିବା ବେଳେ କଳାହାଣ୍ଡି ଗୋଲାମୁଣ୍ଡା ପୋଲିସ ତାଙ୍କୁ ଗିରଫ କରିଛି ।
ଗିରଫ ଯୁବକ ହେଲେ ଗୋଲାମୁଣ୍ଡା ଥାନା ପିତାଗୁଡା ଗାଁର ସୁବାଷ ମାଝୀ । ତାଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ପୁର୍ବରୁ ସୁବାଷ ମାଓ ସଙ୍ଗଠନରେ ସାମିଲ ଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।