ଜବ୍ ସ୍କାମରେ ଅଭିଯୁକ୍ତ ଭିକୁ ବିଷୋୟୀର ସ୍ତ୍ରୀ ନିଶା କଶ୍ୟପଙ୍କ ନାଁରେ ଲୁକ ଆଉଟ୍ ସର୍କୁଲାର ଜାରି

କେନ୍ୟୁଜ୍(ବ୍ୟୁରୋ):  ନିଶା କଶ୍ୟପଙ୍କ ନାଁରେ ଲୁକ ଆଉଟ୍ ସର୍କୁଲାର ଜାରି କଲା ବ୍ୟୁରୋ ଅଫ ଇମିଗ୍ରେସନ ବା BOI। EOW ଅନୁରୋଧ କ୍ରମେ BOI ଜାରି କରିଛି ଲୁକ୍ ଆଉଟ୍ ସର୍କୁଳାର୍। ଜବ୍ ସ୍କାମରେ ଅଭିଯୁକ୍ତ ଭିକୁ ବିଷୋୟୀର ସ୍ତ୍ରୀ ନିଶା ଚାକିରି ଦେବା ନାଁରେ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଛନ୍ତି। ନିଶା ବିଭିନ୍ନ କମ୍ପାନୀରେ ଡାଇରେକ୍ଟର ଭାବେ ରହିଥିଲେ।

Leave A Reply

Your email address will not be published.