ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ପୁଣି ହାତୀ ମୃତ୍ୟୁ

ଶିମିଳିପାଳ(କେନ୍ୟୁଜ୍) : ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ପୁଣି ହାତୀର ମୃତ୍ୟୁ । ହାତୀର ବୟସ ୮ରୁ ନଅ ବର୍ଷ ହେବ । ୪ ଦିନ ତଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବଡମହୁଲଡିହା TL-5 କମ୍ପାଟମେଣ୍ଟ ଏରିଆରେ ହାତୀର ମୃତ୍ୟୁ ହୋଇଛି । ବାରିପଦାସ୍ଥିତ ୱାଇଲ୍‌ଡ ଲାଇଫ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଧିକାରୀ ଓ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଦଳ ହାତୀର ସମସ୍ତ ପଞ୍ଚନାମା କାର‌୍ୟ୍ୟକରି ସାମ୍ପୁଲ ସଂଗ୍ରହ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.