ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା କରୁଛନ୍ତି ବିଦେଶୀ ଡାକ୍ତର
ବାହାନଗା ଟ୍ରେନ ଦୁର୍ଘଟଣାରେ ସ୍ୱୟଂ ସେବକ ଭାବେ ଲଣ୍ଡନରୁ ଆସି ଓଡ଼ିଶାରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରୁଛନ୍ତି ବିଦେଶୀ ଡାକ୍ତରୀ ଟିମ୍ । ଦେଶ ଓ ବିଦେଶରୁ ଅନେକ ବିଶେଷଜ୍ଞ ଡାକ୍ତର ଆସି ସେବା ଯୋଗାଉଛନ୍ତି ।
ବାଲେଶ୍ୱର(କେନ୍ୟୁଜ୍): ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା କରୁଛନ୍ତି ବିଦେଶୀ ଡାକ୍ତର । ସ୍ୱୟଂ ସେବକ ଭାବେ ଲଣ୍ଡନରୁ ଆସି ଓଡ଼ିଶାରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରୁଛନ୍ତି ବିଦେଶୀ ଡାକ୍ତରୀ ଟିମ୍ । ଦେଶ ଓ ବିଦେଶରୁ ଅନେକ ବିଶେଷଜ୍ଞ ଡାକ୍ତର ଆସି ସେବା ଯୋଗାଉଛନ୍ତି ।
ଆବଶ୍ୟକ ପଡିଲେ ଆହୁରି ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ବାହାନଗାରେ ଟ୍ରେନ ଦୁର୍ଘଟଣା ଖବର ଶୁଣି ତୁରନ୍ତ ଲଣ୍ଡନରୁ ଗୁଜୁରାଟ, ପରେ ବାଲେଶ୍ୱର ଆସି ଚିକିତ୍ସା କରୁଛନ୍ତି ବୋଲି କହିଛନ୍ତି ଡାକ୍ତର କେୟୂର୍ ବୁଚ୍ ଓ ଡାକ୍ତର ନେଇୟା ପାଠକ।