ଫିଲିପାଇନସରେ ଶକ୍ତିଶାଳୀ ଭୂମିକମ୍ପ, ତୀବ୍ରତା ୭.୬

ଫିଲିପାଇନସରେ ଶକ୍ତିଶାଳୀ ଭୂମିକମ୍ପ। ୭.୬ ତୀବ୍ରତାରେ ଥରିଲା ମିନ୍ଦାନାଓ ସହର। ମାଟି ତଳେ ୩୨କିମି ଗଭୀରରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ।

ଫିଲିପାଇନସରେ ଶକ୍ତିଶାଳୀ ଭୂମିକମ୍ପ। ୭.୬ ତୀବ୍ରତାରେ ଥରିଲା ମିନ୍ଦାନାଓ ସହର। ମାଟି ତଳେ ୩୨କିମି ଗଭୀରରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ। ଭୂମିକମ୍ପ ପରେ ସୁନାମୀ ଆଲର୍ଟ ଜାରି କରିଛି ୟୁଏସ ସୁନାମୀ ୱାର୍ଣ୍ଣିଂ ସିଷ୍ଟମ। ଗତ ମାସରେ ଦକ୍ଷିଣ ଫିଲିପାଇନସରେ ୬.୭ ତୀବ୍ରତାର ଭୂମିକମ୍ପରେ ୮ଜଣଙ୍କ ମୃତ୍ୟୁ ଘଟିଥିଲା। ପ୍ରଶାନ୍ତ ମହାସାଗରର ରିଂ ଅଫ ଫାୟାର ମଧ୍ୟରେ ଫିଲିପାଇନସ ଆସୁଥିବାରୁ ଏଠାରେ ଭୂମିକମ୍ପ ବାରମ୍ବାର ଘଟିଥାଏ।.

Leave A Reply

Your email address will not be published.