ବଲିଉଡ଼ର ଏପରି ଗୀତ ଯାହା ହୋଲିର ଜମେଇ ଦେବ ମଜା

ମୁମ୍ବାଇ : ରଙ୍ଗ ଓ ଭାଇଚାରାର ପର୍ବ ହୋଲି। ସାରା ଦେଶରେ ଧୁମଧାମରେ ପାଳିତ ହେଉଛି ହୋଲି। କେବଳ ସାଧାରଣ ଲୋକଙ୍କ ଭିତରେ ନୁହେଁ, ଭାରତୀୟ ସିନେମା ମଧ୍ୟ ହୋଲିର ରଙ୍ଗରେ ରଙ୍ଗୀନ ହୋଇଛି। ୧୯୪୦ ମସିହାରୁ ଭାରତୀୟ ସିନେମା ସଙ୍ଗୀତରେ ହୋଲି ସ୍ଥାନ ପାଇଛି। ହୋଲି ଗୀତରେ ଅଭିନେତା ଓ ଅଭିନେତ୍ରୀ ପରସ୍ପରର ନିକଟତର ହୋଇଛନ୍ତି। ଅନେକ ସିନେମାର କାହାଣୀରେ ମଧ୍ୟ ଟ୍ଵିଷ୍ଟ ଆଣିଛି ହୋଲିର ଗୀତ। ୧୯୪୦ରେ ଔରତ ଚଳଚ୍ଚିତ୍ରରୁ ଆରମ୍ଭ ହୋଇ ୨୦୧୪ର ରାମଲୀଲାରେ ହୋଲି ଗୀତ ଭାରତୀୟ ସିନେମାକୁ ନୂଆ ରଙ୍ଗ, ସଂଗୀତ ଏବଂ ନୃତ୍ୟର ଅପାର ମାଦକତା ପ୍ରଦାନ କରିଛି।

-ଅମିତାଭଙ୍କ ଫିଲ୍ମ ସିଲସିଲର ରଙ୍ଗ ବରସେ ଗୀତ।

-ରାଜଖାନାଙ୍କ ଫିଲ୍ମ କଟି ପତଙ୍ଗର ଖେଲେଙ୍ଗେ ହମ୍ ହୋଲି ଗୀତ।

-ଫିଲ୍ମର ଡରର ଅଙ୍ଗ ସେ ଅଙ୍ଗ ଲଗାନା ଗୀତ।

-ବାଗବାନ ଫିଲ୍ମର ହୋଲି ଖେଲେ ରଘୁବୀରା।

-ଶୋଲେ ଫିଲ୍ମର ହୋଲି କେ ଦିନ ।

-ବକ୍ତ ଫିଲ୍ମର ଡୁ ୟୁ ଫେବର ଲେଟସ୍ ପ୍ଳେ ହୋଲି ।

-ଜଲି ଏଲ ଏଲ ବି ଫିଲ୍ମର ଗୋ ପାଗଲ ଗୀତ।

-ୟେ ଜବାନୀ ହୈ ଦିୱାନୀ ଫିଲ୍ମର ବଲମ ପିଚକାରୀ ଫିଲ୍ମ।

Leave A Reply

Your email address will not be published.