ଶିମିଳିପାଳ : ଅଭୟାରଣ୍ୟର କୋର ଏରିଆରୁ ୩ ଶିକାରୀ ଗିରଫ

ଶିମିଳିପାଳ : ଅଭୟାରଣ୍ୟର କୋର ଏରିଆରୁ ୩ ଶିକାରୀ ଗିରଫ । ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ଜବତ କରିଛି ବନବିଭାଗ ଓ ଏସଟିଏଫ୍‌ ଟିମ୍‌ । ଗତକାଲି ବିଳମ୍ବିତ ରାତିରେ ଜେନାବିଲ୍‌, ହାତୀଶୋଳ ବନବିଭାଗ ଓ ଏସଟିଏଫ୍‌ ଟିମ୍‌ ପେଟ୍ରୋଲିଂ ସମୟରେ ଏମାନଙ୍କୁ ଗିରଫ କରିଥିଲେ । ଗିରଫ ୩ ଶିକାରୀ ହେଲେ ଫୁଲବାଡିଆ ଏବଂ ଗୁଡିଆଧର ଗ୍ରାମର ଚାରୁଚନ୍ଦ୍ର ସିଂ, ନବ କଟୁଆଳ ଏବଂ ସୁଦାମ ସିଂ । ଅଭିଯୁକ୍ତମାନଙ୍କୁ ଉଦଳା ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇ କୋର୍ଟଚାଲାଣ କରାଯାଇଛି ।

Leave A Reply

Your email address will not be published.