Below header
Browsing Tag

hunter arrested

ଶିମିଳିପାଳ ଅଭୟାରଣ୍ୟ ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା ଘଟଣା: ୧୦ ଶିକାରୀ ଗିରଫ

ମୟୁରଭଞ୍ଜ(କେନ୍ୟୁଜ୍): ଶିମିଳିପାଳ ଅଭୟାରଣ୍ୟରେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୧୦ ଜଣ ଶିକାରୀ ଗିରଫ । ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ୨ଟି ଧନୁ ଓ ୩ଟି ତୀର, ୨ଟି କୁରାଢ଼ି, ଲୁହା ରଡ଼ ଓ ବାରୁଦ ଆଦି ଜବତ କରାଯାଇଛି । ଗତ ୧୬ ତାରିଖରେ…

ଶିମିଳିପାଳ ଚନ୍ଦନଚତୁରୀ ନିକଟରୁ ୨ଜଣ ଶିକାରୀଙ୍କୁ କାବୁ କଲା ବନବିଭାଗ: ୨ଟି ଦେଶୀ ବନ୍ଧୁକ, ଅଫୁଟା ଗୁଳି ଓ ବାରୁଦ ଜବତ

ବାରିପଦା(କେନ୍ୟୁଜ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଦକ୍ଷିଣ) ଅଧୀନ ପୀଠାବଟା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଚନ୍ଦନଚତୁରୀ ନିକଟରୁ ୨ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ରଜ ସଂକ୍ରାନ୍ତି ପୂର୍ବରୁ ରବିବାର ଉଭୟେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଶିମିଳିପାଳ ଭିତରକୁ…

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ: ୧୨କେଜି ହରିଣ ମାଂସ ସହିତ, ୩ଟି ବନ୍ଧୁକ ଜବତ

କରଞ୍ଜିଆ(କେନ୍ୟୁଜ): ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର କରି ଫେରିବା ସମୟରେ ଧରାପଡିଲେ ଶିକାରୀ । ୩ ଟି ହରିଣକୁ ବନ୍ଧୁକ ସାହଯ୍ୟରେ ଶିକାର କରିଥିଲେ ୪ଜଣ ବ୍ଯକ୍ତି । ଏମାନେ ହେଲେ ଚକ୍ରଧର ଗାଗାରାଇ,କେସେ ହୋ,ବାସୁଦେବ ନାଏକ ,ସୁଦର୍ଶନ ନାଏକ। ଯେଉଁମାନଙ୍କୁ ଗିରଫ କରାଯାଇଛି ।…

ଢେଙ୍କାନାଳ ହିନ୍ଦୋଳ ରେଞ୍ଜ କଡଲା ଗାଁରେ ହାତୀ ମୃତ୍ୟୁ ମାମଲା, ୨ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ଢେଙ୍କାନାଳ: ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କଡଲା ଗ୍ରାମରେ ଗତ ୩୦ ତାରିଖ ହାତୀ ମୃତ୍ୟୁ ଘଟଣାରେ ଦୁଇ ଶିକାରୀକୁ ବନ ବିଭାଗ  ଗିରଫ କରିଛି। ତୃତୀୟ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ତାକୁ ଗିରଫ କରିବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ଗିରଫ ଦୁଇ ଜଣ ସେହି ଗ୍ରାମର ଦିଲ୍ଲୀପ ସେଠୀ ଓ…

ଶିମିଳିପାଳ : ଅଭୟାରଣ୍ୟର କୋର ଏରିଆରୁ ୩ ଶିକାରୀ ଗିରଫ

ଶିମିଳିପାଳ : ଅଭୟାରଣ୍ୟର କୋର ଏରିଆରୁ ୩ ଶିକାରୀ ଗିରଫ । ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ଜବତ କରିଛି ବନବିଭାଗ ଓ ଏସଟିଏଫ୍‌ ଟିମ୍‌ । ଗତକାଲି ବିଳମ୍ବିତ ରାତିରେ ଜେନାବିଲ୍‌, ହାତୀଶୋଳ ବନବିଭାଗ ଓ ଏସଟିଏଫ୍‌ ଟିମ୍‌ ପେଟ୍ରୋଲିଂ ସମୟରେ ଏମାନଙ୍କୁ ଗିରଫ କରିଥିଲେ । ଗିରଫ ୩ ଶିକାରୀ…

ବାଲେଶ୍ୱର କୁଲଡିହା ସଂରକ୍ଷିତ ଜଙ୍ଗଲରୁ ୫ ଶିକାରୀ ଗିରଫ, ୧୦କେଜିରୁ ଅଧିକ ହରିଣ ମାଂସ ସହ ୨ଟି ବନ୍ଧୁକ ଜବତ

ବାଲେଶ୍ୱର(କେନ୍ୟୁଜ୍) : ବାଲେଶ୍ୱର କୁଲଡିହା ସଂରକ୍ଷିତ ଜଙ୍ଗଲରୁ ୫ ଶିକାରୀ ଗିରଫ। ସେମାନଙ୍କ ନିକଟରୁ ୧୦କେଜିରୁ ଅଧିକ ହରିଣ ମାଂସ ସହ ୨ଟି ବନ୍ଧୁକ ଜବତ କରିଛି କୁଲଡିହା ବନବିଭାଗ। ଜଙ୍ଗଲରେ ଶିକାରୀମାନେ ଶୀକାର କରୁଥିବା ଖବର ପାଇ ବନବିଭାଗ ପକ୍ଷରୁ ଏକ ୨୫ଜଣିଆ ଟିମ୍‌ ଗଠନ କରାଯାଇ ଚଢାଉ…

ଆଠଗଡ଼ ବନଖଣ୍ଡ ନରସିଂହପୁରରୁ ବାଘ ଶିକାରୀ ଗିରଫ

କଟକ : ଆଠଗଡ଼ ବନଖଣ୍ଡ ନରସିଂହପୁର ଅଂଚଳରୁ ବାଘ ଶିକାରୀ ଗିରଫ। ଗିରଫ ଅଭିଯୁକ୍ତ ଜଣକ ହେଲେ ନରସିଂହପୁର ପାତ୍ରଭାଗ ଗାଁର ଇଛାନନ୍ଦ ଜାନୀ । ତାଙ୍କ ନିକଟରୁ ଏକ କଲରାପତରିଆ ଚିତାବାଘର ଛାଲ ସହ ଗୋଟିଏ ବନ୍ଧୁକ ଜବତ ହୋଇଛି । ତେବେ ବାଘ ଛାଲ ଏକବର୍ଷ ତଳର ବୋଲି ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା…