Below header

ବାଲେଶ୍ୱର କୁଲଡିହା ସଂରକ୍ଷିତ ଜଙ୍ଗଲରୁ ୫ ଶିକାରୀ ଗିରଫ, ୧୦କେଜିରୁ ଅଧିକ ହରିଣ ମାଂସ ସହ ୨ଟି ବନ୍ଧୁକ ଜବତ

ବାଲେଶ୍ୱର(କେନ୍ୟୁଜ୍) : ବାଲେଶ୍ୱର କୁଲଡିହା ସଂରକ୍ଷିତ ଜଙ୍ଗଲରୁ ୫ ଶିକାରୀ ଗିରଫ। ସେମାନଙ୍କ ନିକଟରୁ ୧୦କେଜିରୁ ଅଧିକ ହରିଣ ମାଂସ ସହ ୨ଟି ବନ୍ଧୁକ ଜବତ କରିଛି କୁଲଡିହା ବନବିଭାଗ। ଜଙ୍ଗଲରେ ଶିକାରୀମାନେ ଶୀକାର କରୁଥିବା ଖବର ପାଇ ବନବିଭାଗ ପକ୍ଷରୁ ଏକ ୨୫ଜଣିଆ ଟିମ୍‌ ଗଠନ କରାଯାଇ ଚଢାଉ କରାଯାଇଥିଲା। କଦମ୍ବଶୂଳ ଓ ସିନ୍ଦୁର ଗୌରା ଅଞ୍ଚଳରୁ ଏହି ଶିକାରୀମାନଙ୍କୁ ଗିରଫ କରାଯାଇଥିଲା। ସମସ୍ତ ଶିକାରୀ ତେଣ୍ଡା ଅଞ୍ଚଳର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.