ପୁରୀ : ବାଲୁକାକଳା ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା

ପୁରୀ (କେନ୍ୟୁଜ୍) : ଆଜି ବିଶ୍ୱକପ୍ କ୍ରିକେଟରେ ବିଗ୍ ଫାଇଟ୍, ଭାରତ ବନାମ ପାକିସ୍ତାନ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କର ଆଜି ହାଇଭୋଲଟେଜ୍ ମୁକାବିଲା। ବାଲୁକାକଳା ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା। ପୁରୀରେ ବାଲୁକାକଳା ସାହାଯ୍ୟରେ ଗୁଡ୍ ଲକ୍ ୱିସ୍ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପର‌୍ୟ୍ୟଟକଙ୍କ ଭିଡ ଜମୁଛି।

Leave A Reply

Your email address will not be published.