Below header

ନକ୍ସଲଙ୍କ ବର୍ବର କାଣ୍ଡ, ଗୋଟିଏ ପରିବାରର ୪ ଜଣଙ୍କୁ ଫାଶୀରେ ଝୁଲାଇ ହତ୍ୟା ପରେ ବୋମାରେ ଉଡାଇଦେଲେ ଘର

ଗାଡଚିରୋଲିରେ ନକ୍ସଲମାନଙ୍କ ବିରୁଦ୍ଧରେ ଏକ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଶନିବାର ବିଳମ୍ବିତ ରାତିରେ ବିହାରର ଗୟାଠାରେ ଏକ ଭୟଙ୍କର କାଣ୍ଡ ସୃଷ୍ଟି କରିଥିଲେ। ଗୟା ଠାରୁ ୭୦ କିଲୋମିଟର ଦୂରରେ ଥିବା ଡୁମରିଆ ବ୍ଲକର ମାଉନୱାର ଗ୍ରାମରେ ଦୁଇ ମହିଳାଙ୍କ ସମେତ ମାଓବାଦୀମାନେ…

ଯଦି ଶୀତଦିନେ ଅସୁସ୍ଥ ହେବାକୁ ଚାହୁଁନାହାଁନ୍ତି, ତେବେ ନିଶ୍ଚିତ ଭାବରେ ଆପଣାନ୍ତୁ ଏହି ଟିପ୍ସ

ଶୀତ ଋତୁ ଆରମ୍ଭ ହୋଇଗଲାଣି । କିନ୍ତୁ ଶୀତ ଋତୁ ଆସିବା ସହିତ ନା ନା ପ୍ରକାର ରୋଗ ମଧ୍ୟ ଆଣିଥାଏ । ଏହି ଶୀତ ଋତୁ ଜୀବନ ଶୈଳୀ ଏବଂ ଖାଦ୍ୟ ପ୍ରତି ବହୁତ ଯତ୍ନବାନ ହେବାକୁ ପଡିବ, ନଚେତ୍ ଶୀଘ୍ର ଅସୁସ୍ଥ ହେବାର ସମ୍ଭାବନା ବଢିଯାଏ । ଶୀତ ଋତୁ ପାଇଁ ଏହିପରି ପ୍ରସ୍ତୁତି କରାଯିବା ଉଚିତ ଯାହା…

ହ୍ଵାଟସ୍‌ଆପରେ ଆସୁଥିବା ମେସେଜକୁ ଲୁଚାଇବାକୁ ଚାହୁଁଛନ୍ତି କି? ଆପରେ କରନ୍ତୁ ଏପରି ସେଟିଂଗ

ଯଦି ଆପଣ ଆପଣଙ୍କର ବ୍ୟକ୍ତିଗତ ମେସେଜକୁ ହ୍ଵାଟସ୍‌ଆପରେ ଲୁଚାଇବାକୁ ଚାହାଁନ୍ତି ଏବଂ ଏପର୍ଯ୍ୟନ୍ତ କୌଣସି ଟ୍ରିକ ଜାଣିବାକୁ ସକ୍ଷମ ହୋଇ ନାହାଁନ୍ତି, ତେବେ ଆଜି ଆସନ୍ତୁ ଜାଣିବା। ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟ୍ସଅପ ନିଜର ୟୁଜରଙ୍କୁ ଆପରେ ଏଭଳି ଫିଚର ଦେଇଛି । ନିଜର ହ୍ବାଟ୍ସଅପ ଚାଟକୁ…

୩୫୦ କର୍ମଚାରୀ ହୋଇଗଲେ କୋଟିପତି, Paytm IPO ବଦଳାଇଲା ଭାଗ୍ୟ

ପେଟିଏମ୍ ଆଇପିଓ ଏହି ସପ୍ତାହରେ ସଫଳତାର ଏକ ନୂଆ କାହାଣୀ ଲେଖିଛି । ପେଟିଏମର ପ୍ରାରମ୍ଭିକ ପବ୍ଲିକ ଅଫର (ଆଇପିଓ) ବା ଶେୟାର ବିକ୍ରି ନିକଟରେ ଶେଷ ହୋଇସାରିଛି । ୧୮ ହଜାର ୩୦୦ କୋଟି ମୂଲ୍ୟର ଏହି ଶେୟାର ଭାରତର ସବୁଠାରୁ ବଡ଼ ହୋଇଥିବା ବେଳେ ଏସୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସବୁଠାରୁ ବଡ଼…

ସ୍ଥିର ରହିଛି ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପ୍ରତି କେତେ ଅଛି ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୮୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୯,୦୦୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୨୦୦…

ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ ଆଜିର ଅପଡେଟ୍

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୧ ଟଙ୍କା ୮୧ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୬୨ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ…

ହ୍ଵାଟସଆପ ଆକାଉଣ୍ଟ ହ୍ୟାକ ପଛରେ ନାଇଜେରିଆ ଗ୍ୟାଙ୍ଗ ଥିବା ସନ୍ଦେହ, ଠକେଇ ପରେ ବିଭିନ୍ନ ଆକାଉଣ୍ଟକୁ ଯାଇଛି ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା କଂପ୍ୟୁଟର ଆପ୍ଲିକେସନ ସେଣ୍ଟର-OCAC ସିଇଓ ଓ ଆଇଟି ବିଭାଗ ଅଧିକାରୀଙ୍କ ହ୍ଵାଟସ ଆପ ଆକାଉଣ୍ଟ ହ୍ୟାକ ପଛରେ ନାଇଜେରିଆ ଗ୍ୟାଙ୍ଗ ଥିବା ସନ୍ଦେହ କରାଯାଉଛି । ହ୍ୟାକର ସହ କଥା ହୋଇଛନ୍ତି ତଦନ୍ତକାରୀ ଅଧିକାରୀ । ହ୍ୟାକରଙ୍କ କଥାବାର୍ତ୍ତାରୁ ସେ ନାଇଜେରିଆର…

ପୁଣି ପୁରୁଣା ଭଡ଼ାରେ ଚାଲିବ ୧୭୦୦୦ ରୁ ଅଧିକ ଟ୍ରେନ୍, ବନ୍ଦ ହୋଇଯିବ ଜେନେରାଲ ଟିକେଟ

ଦୀର୍ଘ ଦିନ ଧରି କରୋନା ଯୋଗୁଁ ନିୟମିତ ଟ୍ରେନ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ବଦଳରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଥିଲା। କିନ୍ତୁ ବର୍ତ୍ତମାନ କରୋନା ମଧ୍ୟ ନିୟନ୍ତ୍ରଣରେ ଥିବାରୁ ପରିସ୍ଥିତି ମଧ୍ୟ ବହୁତ ଉନ୍ନତ ହୋଇଛି, ଏଭଳି ପରିସ୍ଥିତିରେ ଏକ ବଡ ନିଷ୍ପତ୍ତି ନେଇ ରେଳ…

ଅଣାୟତ୍ତ ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ: ୧୦ ପ୍ରଦୂଷିତ ସ୍ଥାନ ମଧ୍ୟରେ ରହିଛି ଭାରତର ୩ ସହର, ଜାଣନ୍ତୁ କେଉଁଠାରେ…

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣରେ ଅଣ ନିଶ୍ୱାସୀ ହେଲାଣି ଦିଲ୍ଲୀ । ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ନିଶ୍ବାସ ନେବାରେ କଷ୍ଟ ଭୋଗୁଛନ୍ତି ରାଜଧାନୀବାସୀ । ସ୍ଥିତି ଏମିତି ହୋଇଛି କି ଦିଲ୍ଲୀ ବାୟୁ ଧୂମ୍ରପାନ କରୁଥିବା ବାୟୁଠାରୁ ମଧ୍ୟ ଆହୁରି ଭୟଙ୍କର । ଦୀପାବଳି ପରଠାରୁ ସ୍ଥିତି…

ବେକିଂ ସୋଡା ବ୍ୟବହାର କରୁଛନ୍ତି କି ? ଏହା ଶରୀର ପାଇଁ ହୋଇପାରେ କ୍ଷତିକାରକ

ବେକିଂ ସୋଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ରୋଷେଇ ଘରେ ବ୍ୟବହୃତ ହେଉଥିବା ମୁଖ୍ୟ ଜିନିଷ ମଧ୍ୟରୁ ଏହା ଅନ୍ୟତମ। ଏହା କେବଳ ଖାଦ୍ୟରେ ନୁହେଁ ବରଂ ଅନ୍ୟାନ୍ୟ ଜିନିଷରେ ମଧ୍ୟ ବ୍ୟବହାର କରାଯାଇପାରିବ। କିନ୍ତୁ ଅଳ୍ପ ପରିମାଣରେ ବେକିଂ ସୋଡା ଏତେ କ୍ଷତିକାରକ ନୁହେଁ । କିନ୍ତୁ ବହୁ…

ଇନଷ୍ଟାଗ୍ରାମ ରିଲ୍ ପାଇଁ କ୍ରିଏଟର୍ସଙ୍କୁ ୨୬ ଲକ୍ଷ ଟଙ୍କା ଅଫର ଦେଉଛି କମ୍ପାନୀ, ଜାଣନ୍ତୁ କିପରି

TikTok ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇନଷ୍ଟାଗ୍ରାମ ରିଲ୍ସ ଲଞ୍ଚ କରିଥିଲା । ଭାରତରେ ଟିକ୍ ଟକ୍ ନିଷେଧ କରାଯାଇଥିବା ବେଳେ ଆମେରିକାରେ ଏବେ ବି ଟିକ୍ ଟକ୍ ବହୁତ ଲୋକପ୍ରିୟ ।ଇନଷ୍ଟାଗ୍ରାମ ଏହାର କ୍ରିଏଟର୍ସଙ୍କୁ ରିଲ୍ ତିଆରି କରିବାକୁ ବହୁତ ଟଙ୍କା ଦେଉଥିବାର କୁହାଯାଉଛି । ଟେକ୍…

ଜାଣନ୍ତୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ନଦୀରେ ସ୍ନାନ ଓ ଦୀପଦାନ କରିବାର ମହତ୍ତ୍ୱ

କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମାକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ। ଏହି ଦିନ ଗଙ୍ଗା ସ୍ନାନ, ଦୀପଦାନ, ଯଜ୍ଞ ଏବଂ ଈଶ୍ୱର ଉପାସନାର ବିଶେଷ ମହତ୍ତ୍ୱ ରହିଛି। ଏଥର କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବରର ୧୯ରେ ପଡୁଛି। କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଞ୍ଚ ଦିନ ଯାଏଁ ପାଳନ…