Below header

ହ୍ଵାଟସଆପ ଆକାଉଣ୍ଟ ହ୍ୟାକ ପଛରେ ନାଇଜେରିଆ ଗ୍ୟାଙ୍ଗ ଥିବା ସନ୍ଦେହ, ଠକେଇ ପରେ ବିଭିନ୍ନ ଆକାଉଣ୍ଟକୁ ଯାଇଛି ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା କଂପ୍ୟୁଟର ଆପ୍ଲିକେସନ ସେଣ୍ଟର-OCAC ସିଇଓ ଓ ଆଇଟି ବିଭାଗ ଅଧିକାରୀଙ୍କ ହ୍ଵାଟସ ଆପ ଆକାଉଣ୍ଟ ହ୍ୟାକ ପଛରେ ନାଇଜେରିଆ ଗ୍ୟାଙ୍ଗ ଥିବା ସନ୍ଦେହ କରାଯାଉଛି । ହ୍ୟାକର ସହ କଥା ହୋଇଛନ୍ତି ତଦନ୍ତକାରୀ ଅଧିକାରୀ । ହ୍ୟାକରଙ୍କ କଥାବାର୍ତ୍ତାରୁ ସେ ନାଇଜେରିଆର…

ପୁଣି ପୁରୁଣା ଭଡ଼ାରେ ଚାଲିବ ୧୭୦୦୦ ରୁ ଅଧିକ ଟ୍ରେନ୍, ବନ୍ଦ ହୋଇଯିବ ଜେନେରାଲ ଟିକେଟ

ଦୀର୍ଘ ଦିନ ଧରି କରୋନା ଯୋଗୁଁ ନିୟମିତ ଟ୍ରେନ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ବଦଳରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଥିଲା। କିନ୍ତୁ ବର୍ତ୍ତମାନ କରୋନା ମଧ୍ୟ ନିୟନ୍ତ୍ରଣରେ ଥିବାରୁ ପରିସ୍ଥିତି ମଧ୍ୟ ବହୁତ ଉନ୍ନତ ହୋଇଛି, ଏଭଳି ପରିସ୍ଥିତିରେ ଏକ ବଡ ନିଷ୍ପତ୍ତି ନେଇ ରେଳ…

ଅଣାୟତ୍ତ ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ: ୧୦ ପ୍ରଦୂଷିତ ସ୍ଥାନ ମଧ୍ୟରେ ରହିଛି ଭାରତର ୩ ସହର, ଜାଣନ୍ତୁ କେଉଁଠାରେ…

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣରେ ଅଣ ନିଶ୍ୱାସୀ ହେଲାଣି ଦିଲ୍ଲୀ । ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ନିଶ୍ବାସ ନେବାରେ କଷ୍ଟ ଭୋଗୁଛନ୍ତି ରାଜଧାନୀବାସୀ । ସ୍ଥିତି ଏମିତି ହୋଇଛି କି ଦିଲ୍ଲୀ ବାୟୁ ଧୂମ୍ରପାନ କରୁଥିବା ବାୟୁଠାରୁ ମଧ୍ୟ ଆହୁରି ଭୟଙ୍କର । ଦୀପାବଳି ପରଠାରୁ ସ୍ଥିତି…

ବେକିଂ ସୋଡା ବ୍ୟବହାର କରୁଛନ୍ତି କି ? ଏହା ଶରୀର ପାଇଁ ହୋଇପାରେ କ୍ଷତିକାରକ

ବେକିଂ ସୋଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ରୋଷେଇ ଘରେ ବ୍ୟବହୃତ ହେଉଥିବା ମୁଖ୍ୟ ଜିନିଷ ମଧ୍ୟରୁ ଏହା ଅନ୍ୟତମ। ଏହା କେବଳ ଖାଦ୍ୟରେ ନୁହେଁ ବରଂ ଅନ୍ୟାନ୍ୟ ଜିନିଷରେ ମଧ୍ୟ ବ୍ୟବହାର କରାଯାଇପାରିବ। କିନ୍ତୁ ଅଳ୍ପ ପରିମାଣରେ ବେକିଂ ସୋଡା ଏତେ କ୍ଷତିକାରକ ନୁହେଁ । କିନ୍ତୁ ବହୁ…

ଇନଷ୍ଟାଗ୍ରାମ ରିଲ୍ ପାଇଁ କ୍ରିଏଟର୍ସଙ୍କୁ ୨୬ ଲକ୍ଷ ଟଙ୍କା ଅଫର ଦେଉଛି କମ୍ପାନୀ, ଜାଣନ୍ତୁ କିପରି

TikTok ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇନଷ୍ଟାଗ୍ରାମ ରିଲ୍ସ ଲଞ୍ଚ କରିଥିଲା । ଭାରତରେ ଟିକ୍ ଟକ୍ ନିଷେଧ କରାଯାଇଥିବା ବେଳେ ଆମେରିକାରେ ଏବେ ବି ଟିକ୍ ଟକ୍ ବହୁତ ଲୋକପ୍ରିୟ ।ଇନଷ୍ଟାଗ୍ରାମ ଏହାର କ୍ରିଏଟର୍ସଙ୍କୁ ରିଲ୍ ତିଆରି କରିବାକୁ ବହୁତ ଟଙ୍କା ଦେଉଥିବାର କୁହାଯାଉଛି । ଟେକ୍…

ଜାଣନ୍ତୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ନଦୀରେ ସ୍ନାନ ଓ ଦୀପଦାନ କରିବାର ମହତ୍ତ୍ୱ

କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମାକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ। ଏହି ଦିନ ଗଙ୍ଗା ସ୍ନାନ, ଦୀପଦାନ, ଯଜ୍ଞ ଏବଂ ଈଶ୍ୱର ଉପାସନାର ବିଶେଷ ମହତ୍ତ୍ୱ ରହିଛି। ଏଥର କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବରର ୧୯ରେ ପଡୁଛି। କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଞ୍ଚ ଦିନ ଯାଏଁ ପାଳନ…

ଜାଣନ୍ତୁ ଆଜି ରାଜଧାନୀ ଭୁବନେଶ୍ୱରରେ କେତେ ଅଛି ପେଟ୍ରୋଲ ଓ ଡିଜେଲ ଦର

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୧ ଟଙ୍କା ୬୮ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୬୨ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ…

ଭାରତୀୟ ବଜାରରେ ସାମାନ୍ୟ କମିଛି ସୁନା ଦର, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୮୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୯,୦୦୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୨୦୦…

ଶୀତ ଋତୁରେ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ସବୁ ଉପଚାର, ମିଳିବ ଆରାମ

ଶୀତ ଋତୁରେ, ଲୋକମାନେ ଗଣ୍ଠି ଏବଂ ହାଡ ଯନ୍ତ୍ରଣା ବିଷୟରେ ବହୁତ ଅଭିଯୋଗ କରନ୍ତି। ଆର୍ଥ୍ରାଇଟିସରେ ପୀଡିତ ଲୋକଙ୍କ ପାଇଁ ଏହି ସମୟ ବହୁତ କଷ୍ଟପାଇଥାନ୍ତି ।ତାପମାତ୍ରା ହ୍ରାସ ପାଇବା ମାତ୍ରେ ଗଣ୍ଠିଗୁଡ଼ିକ କଠିନ ହେବାକୁ ଲାଗେ ଏବଂ ହାଡ଼ରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏହି ସମୟରେ ବୃଦ୍ଧ…

ହାଓଡ଼ା ଷ୍ଟେସନର ‘ଏମଏ’ ଇଂଲିଶ ବାଲି ଚା’ ସପ୍, ଜାଣନ୍ତୁ କାହିଁକି ଏପରି ନା ରଖିଲେ ମହିଳା

କୁହାଯାଏ ଯଦି କଠିନ ପରିଶ୍ରମ କରିବ ତେବେ ସଫଳତାକୁ ହାତ ମୁଠାରେ ନିଶ୍ଚୟ ପାଇବ । ଠିକ ସେହିପରି କୋଲକାତାର ଟୁକଟୁକି ଦାସଙ୍କ ପିତାମାତା ମଧ୍ୟ ସେହି କଥା ସବୁବେଳେ କହୁଥିଲେ ଯଦି ସେ ଯଥେଷ୍ଟ ପରିଶ୍ରମ କରନ୍ତି ତେବେ ସେ ଆକାଶକୁ ଛୁଇଁ କରିପାରିବେ। ବାପା ମା ଚାହୁଁଥିଲେ ତାଙ୍କ ଝିଅ ଶିକ୍ଷକ…

ଇନ୍‌ଷ୍ଟାଗ୍ରାମ୍ ୟୁଜରଙ୍କୁ ଝଟକା ! ଆଗେ ମାଗଣା ଦେଲା ଏବେ ପଇସା ନେବ

ଇନଷ୍ଟାଗ୍ରାମ୍ ବ୍ୟବହାରକାରୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ। ବିନା ପାଉଣାରେ ଇନ୍‌ଷ୍ଟା ଆକାଉଣ୍ଟ ଚଲେଇପାରିବେ ନାହିଁ ୟୁଜର୍ସ । କାରଣ ଇନଷ୍ଟାଗ୍ରାମ ଏକ ନୂତନ ସବସ୍କ୍ରିପସନ୍ ବୈଶିଷ୍ଟ୍ୟ ଉପରେ କାମ କରୁଛି। ଏହା ଅଧୀନରେ ଉପଭୋକ୍ତାମାନଙ୍କୁ କଣ୍ଟେଣ୍ଟ ଆକ୍‌ସେସ୍ କରିବା ପାଇଁ…

୫ ଦିନଆ ରିମାଣ୍ଡରେ ଗଲେ IIT ଗ୍ରାଜୁଏଟ୍‌ ରାମନାଗେଶ ଶ୍ରୀନିବାସ, କୋହଲିଙ୍କ ଝିଅଙ୍କୁ ଦେଇଥିଲେ ଧମକ

୫ ଦିନ ପାଇଁ ରିମାଣ୍ଡରେ IIT ଗ୍ରାଜୁଏଟ୍‌ ରାମନାଗେଶ ଶ୍ରୀନିବାସ । ବିରାଟ କୋହଲିଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିଲେ ରାମନାଗେଶ । ହ୍ରାଇଦ୍ରାବାଦରୁ ଗିରଫ ହୋଇଛି ଅଭିଯୁକ୍ତ ରାମନାଗେଶ । ମୁମ୍ବାଇ ପୋଲିସ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି । ଅଭିଯୁକ୍ତ ଜଣେ IIT ଗ୍ରାଜୁଏଟ୍‌…