ଜାତୀୟ ସ୍ୱାସ୍ଥ୍ୟ ମିଶନ ୨୦୨୧: ପଦବୀ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM), ଆନ୍ଧ୍ରପ୍ରଦେଶ ମଧ୍ୟମ ସ୍ତରର ସ୍ୱାସ୍ଥ୍ୟ ପ୍ରଦାନକାରୀ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ସମସ୍ତ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ hmfw.ap.gov.in କିମ୍ବା cfw.ap.nic.in ମାଧ୍ୟମରେ NHM AP ନିଯୁକ୍ତି ୨୦୨୧ପାଇଁ…

ଏହି ସବୁ ଅଭ୍ୟାସକୁ ନିୟନ୍ତ୍ରଣରେ ରଖନ୍ତୁ, ଶରୀରର ଓଜନକୁ ନେଇ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ

ୱେଟଲସ୍‌ ବା ଶରୀରର ଓଜନ ହ୍ରାସ ପାଇଁ କିଏ ଡାଇଟିଂ କରିଥାଏ ତ , ଆଉ କିଏ ଜିମ୍‌ରେ ଯୋଗ ଦେଇଥାଏ । କିନ୍ତୁ କେବେ କେବେ ଏମିତି ହୋଇଥାଏ କି ଏହି ସବୁ ଜିନିଷରେ କୌଣସି ପ୍ରଭାବ ପଡ଼ିନଥାଏ । ଆମେ ଯେତେ ୱେଟ ହ୍ରାସ କରିଥାଉ କିଛି ଦିନପରେ ସେତିକି ହିଁ ୱେଟ୍‌ ପୁଣି ବଢ଼ିଯାଏ । ଏଥିରେ କେବେ କେବେ…

ଇନଷ୍ଟାଗ୍ରାମରେ ରିଲ୍ ବନେଇବା ହେବ ଆହୁରି ସହଜ: ଆସିଲା ୩ଟି ନୂଆ ମ୍ୟୁଜିକ ଇଫେକ୍ଟ

ଫେସବୁକର ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀ ଇନଷ୍ଟାଗ୍ରାମ ତାର ବ୍ୟବହାରକାରୀ ମାନଙ୍କୁ ମ୍ୟୁଜିକ ବେସ୍ଡ ଭଲ ଏକ୍ସପେରିଏନ୍ସ ଓ ସ୍କ୍ରିମ ଲିରିକ୍ସ ଉପଲବ୍ଧ କରାଇବା ପାଇଁ ଅଟୋମେଟିକ ଭାବେ ସାହାଯ୍ୟ କରୁଥିବା ୩ଟି ନୂଆ ଇଫେକ୍ଟ ଲଞ୍ଚ କରିଛି। ସୁପର ବିଟ, ଡାଏନେମିକ୍ସ ଲିରିକ୍ସ ଓ 3d…

ସୁନା ଦରରେ ଲାଗୁନି ବ୍ରେକ, ଜାଣନ୍ତୁ ଆଜି କେତେ ରହିଛି ଗ୍ରାମ ପ୍ରତି ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୪,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୪୦ ଟଙ୍କା ହୋଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାଦର ଦଶ ଗ୍ରାମ ପ୍ରତି ୪୪,୭୭୦ ଟଙ୍କା ଓ ୪୯,୧୨୦ ଟଙ୍କା ହୋଇଛି। ଦେଶର…

ଆଜି ମଧ୍ୟ ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ରହିଛି ଦାମ୍

ଆଜି ମଧ୍ୟ ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮.୫୫ ପଇସା ଥିବା ବେଳେ ଡିଜେଲ ଦର ରହିଛି ୧୦୫.୦୭ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭.୫୯ ପଇସା ଓ…

ଯାଜପୁର ବୈରୀ ଅଞ୍ଚଳରେ ଥମୁନି ବଣୁଆ ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ କରୁଛନ୍ତି ନଷ୍ଟ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବୈରୀ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ। ହାତୀ ଉପଦ୍ରବରେ ଲୋକମାନେ ଆତଙ୍କିତ। ସୂଚନା ମୁତାବକ ବୈରୀ ଜଙ୍ଗଲରୁ ଚାରୋଟି ଦନ୍ତା ହାତୀ ଧାନ ଫସଲ ଖାଇବା ଗାଁ ଭିତରକୁ ପଶି ଆସିଥିଲେ l ଏନେଇ ଲୋକମାନେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ବୈରୀ ବନ ବିଭାଗ…

ସ୍ଵପ୍ନରେ ହନୁମାନଙ୍କ ପଞ୍ଚମୁଖୀ ରୂପ ଦେଖିବା ଦେଇଥାଏ ଏହି ସଂକେତ, ଜାଣନ୍ତୁ ଏହା ଶୁଭ ନା ଅଶୁଭ

ମଣିଷ ନିଦ୍ରାବସ୍ତାରେ ସ୍ବପ୍ନ ଦେଖେ। ବେଳେ ବେଳେ ଆମେ ଭଗବାନଙ୍କ ସ୍ବପ୍ନ ବି ଦେଖିଥାଉ। ତେବେ ପ୍ରତ୍ୟେକ ସ୍ବପ୍ନର କିଛି ମହତ୍ୱ ଥାଏ। ହନୁମାନ ଭଗବାନଙ୍କୁ ସ୍ବପ୍ନରେ ଦେଖିବା କିଛି ବିଶେଷ ସଂକେତ ଦେଇଥାଏ। ହନୁମାନଙ୍କୁ ପୂଜା କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ…

ଧନତେରସ ଦିନ କରନ୍ତୁ ଏହି ଉପାୟ: ଦୂର ହେବ ଆର୍ଥିକ ସଙ୍କଟ, ଘରେ ବାସ କରିବେ ମା’ ଲକ୍ଷ୍ମୀ

ହିନ୍ଦୁ ପାଞ୍ଜି ଅନୁଯାୟୀ, କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପର୍ବ ପାଳନ କରାଯାଏ। ଏଥର ଧନତେରସ ନଭେମ୍ବର ୨ ତାରିଖରେ ପଡୁଛି। ଏହା ଦୀପାବଳିର ପ୍ରଥମ ଦିନ। ଧନତେରସ ଦିନ ଭଗବାନ କୁବେର ଏବଂ ଧନୱନ୍ତରୀଙ୍କୁ ବିଧି ଅନୁଯାୟୀ କରାଯାଇଥାଏ। ଏହି ପୂଜା ଦ୍ୱାରା ଜୀବନ…

ଟି-୨୦ ବିଶ୍ୱକପ: ବିଜୟ ହେବା ଖୁସିରେ ମାତୁଆଲା ହେଲେ ପାକିସ୍ତାନୀ ସାମ୍ବାଦିକ, କୋହଲିଙ୍କୁ ପଚାରିଲେ ଏମିତି ପ୍ରଶ୍ନ

ଟି-୨୦ ବିଶ୍ୱକପ ପ୍ରଥମ ମ୍ୟାଚ ପରାଜୟର ପୋଷ୍ଟମର୍ଟମ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ବିରାଟ୍‌ କୋହଲି । କୋହଲି କହିଛନ୍ତି ଆମେ ଯେଉଁ ଯୋଜନା କରିଥିଲୁ ,ତାକୁ କାର୍ଯ୍ୟକାରୀ କରିପାରିନଥିଲୁ । ସମସ୍ତ ବିଭାଗରେ ଦୁର୍ବଳ…

ଶୀତ ଦିନରେ ମୂଳା ଖାଇବାର ରହିଛି ଅନେକ ଫାଇଦା, ଦୂର କରିଥାଏ ଏହିସବୁ ସମସ୍ୟା

ଶୀତ ଋତୁରେ ଅନେକ ତାଜା ପନିପରିବା ଉପଲବ୍ଧ ହୋଇଥାଏ। ଶୀତ ଋତୁରେ ମିଳୁଥିବା ଅନେକ ପନିପରିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଶୀତ ଋତୁରେ ସବୁଠାରୁ ଅଧିକ ଖିଆ ଯାଉଥିବା ପରିବା ମଧ୍ୟରୁ ଗୋଟିଏ ହେଲା ମୂଳା। ମୂଳା ଖାଇବାକୁ ଭଲ ଲାଗେ ବୋଲି ଅଧିକ ଲୋକ ଖାଆନ୍ତି। କିନ୍ତୁ ଏହାର ଅନେକ…

ଇନ୍ଦୋରରେ ଡେଲ୍‌ଟାର ନୂଆ ପ୍ରଜାତି ଚିହ୍ନଟ, ପୁରୁଣା ଠାରୁ ଏହା ଅଧିକ ସଂକ୍ରାମକ

ନୂଆଦିଲ୍ଲୀ : ରୂପ ବଦଳାଉଛି କରୋନା। ଇନ୍ଦୋରରେ କରୋନା ଡେଲ୍‌ଟା ଭାରିଆଣ୍ଟର ନୂଆ ରୂପ ଏୱାଇ-୪। ପୁରୁଣା ଡେଲ୍‌ଟା ଭାରିଆଣ୍ଟ ତୁଳନାରେ ଏହା ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ୭ଜଣ କରୋନା ସଂକ୍ରମିତଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ କରାଯାଇଛି। ସମସ୍ତ…

ୟୁଜର୍ସଙ୍କୁ ଝଟକା ! ବଢିବାକୁ ଯାଉଛି ଏହି ସବୁ ପ୍ରିପେଡ୍ ଓ ପୋଷ୍ଟପେଡ୍ ପ୍ଲାନ୍ସର ଦାମ୍

ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ହେଉଛି ଭାରତର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ । ଏହି ତିନୋଟି କମ୍ପାନୀ ସେମାନଙ୍କ ଉପଭୋକ୍ତାଙ୍କୁ ଏହିପରି ଅନେକ ଆକର୍ଷଣୀୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଯୋଜନା ପ୍ରଦାନ କରନ୍ତି, ଯେଉଁଥିରେ ଉପଭୋକ୍ତା କମ୍ ମୂଲ୍ୟରେ ଅଧିକ ଲାଭ ପାଇପାରିବେ | କିନ୍ତୁ…