Below header

LICର ଆଣିଛି ନୂଆ ସ୍କିମ୍: ଥରେ ପ୍ରିମିୟମ ଭରନ୍ତୁ, ସାରା ଜୀବନ ପେନସନ୍ ପାଆନ୍ତୁ

ପେନସନ୍ କଥା ଶୁଣିଲେ ୬୦ ବର୍ଷ ପରେ ମିଳିଥାଏ ବୋଲି ମନକୁ ଆସିଥାଏ । ହେଲେ ଏହି ନିୟମକୁ LIC ବଦଳାଇ ଦେଇଛି । ଏବେ ଆପଣଙ୍କୁ ପେନସନ୍ ପାଇଁ ୬୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି । ଥରେ ପ୍ରିମିୟମ ଦେବେ ଏବଂ ମାସିକ ୧୨ ହଜାର ଟଙ୍କା ମିଳିବ । ଶୁଣିବାକୁ ଅସମ୍ଭବ ଲାଗୁଥିଲେ ହେଁ ଏମିତି ଏକ…

ଆଜି G-20 ଶିଖର ସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ ,କରୋନା, ଅର୍ଥବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଉପରେ କରିବେ…

ନୂଆଦିଲ୍ଲୀ : ୨ ଦିନିଆ ରୋମ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି G-20 ଶିଖର ସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ। କରୋନା ମହାମାରୀ , ଅର୍ଥବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରିବେ । ଏହା ସହ ଭାଟିକାନ୍‌ ସିଟିରେ ପୋପ୍‌ଙ୍କୁ ଭେଟିବା କାର୍ଯ୍ୟକ୍ରମ…

ଦୀପାବଳିରେ ବାଣ ବିକ୍ରି ହେବ ନା ନାହିଁ? ଏନେଇ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ

ଭୁବନେଶ୍ୱର (କେନ୍ୟୁଜ): ଦୀପାବଳିରେ ବାଣ ବିକ୍ରି ହେବ ନା ନାହିଁ? ବାଣ ଫୁଟାଇବାକୁ ଅନୁମତି ମିଳିବ କି ନାହିଁ ? ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ। ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏନେଇ ନେବେ ନିଷ୍ପତ୍ତି । ଆଜି ପୂର୍ବାହ୍‌ଣରେ ଶୁଣାଣି କରିବେ ଏସ୍‌ଆରସି । ହାଇକୋର୍ଟରେ…

WhatsApp ବ୍ୟବହାରୀଙ୍କ ପାଇଁ ଖୁସି ଖବର! ପେମେଣ୍ଟ କରି ପାଆନ୍ତୁ ୫୧ ଟଙ୍କା କ୍ୟାଶବ୍ୟାକ୍, ଜାଣନ୍ତୁ କ’ଣ…

Paytm, PhonePe ପରେ ଏବେ WhatsApp ପେମେଣ୍ଟ ମଧ୍ୟ ଭାରତରେ ଚାଲିବା ଆରମ୍ଭ କରିଛି । ଆପଣ WhatsApp ଜରିଆରେ ଅନ୍ୟ କାହାକୁ ଟଙ୍କା ପଠାଇପାରିବେ । ଏହା ୟୁପିଆଇ ପରି କାମ କରୁଛି । ଏଥିପାଇଁ ପ୍ରଥମେ ଆପଣଙ୍କୁ WhatsApp ପେ ସେଟଅପ୍ କରିବାକୁ ପଡିବ ଓ ପରେ ପେମେଣ୍ଟ କରିବାକୁ ପଡିବ ।…

କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ୪୭,୯୮୦ ଟଙ୍କା ହୋଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୪,୯୪୦ ଟଙ୍କା ଓ ୪୯,୩୭୦…

ଥମୁନି ତୈଳ ଦର; ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ୍, ଜାଣନ୍ତୁ କେତେ

କ୍ରମାଗତ ଭାବରେ ବଢିଚାଲିଛି ତୈଳ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୯ ଟଙ୍କା ୯୬ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ୧୦୬ ଟଙ୍କା ୬୦ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ…

ବାଲେଶ୍ବର: ବିପଦ ସଂକୁଳ କୋଠାରେ ଚାଲିଛି ଡିଇଓ କାର୍ଯ୍ୟାଳୟ

ବାଲେଶ୍ୱର (କେନ୍ୟୁଜ): ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବିପଦ ସଙ୍କୁଳ କୋଠାରେ ଚାଲିଥିଲେ ହେଁ ଏଥିପ୍ରତି କାହାରି ନଜର ନପଡିବା ପରିତାପର…

ଶୀତଦିନେ ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ ସୋରିଷ ତେଲ, ଜାଣନ୍ତୁ ଏହାର ଫାଇଦା

ସୋରିଷ ତେଲ ପ୍ରତ୍ୟେକ ଲୋକଙ୍କ ଘରେ ମିଳିଥାଏ । ସୋରିଷ ତେଲକୁ ସାଧାରଣତଃ ଅଧିକାଂଶ ଲୋକ ରୋଷେଇରେ ବ୍ୟବହାର କରିଥାନ୍ତି । ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ । ସୋରିଷ ତେଲରେ ଅନେକ ଉପକାରୀ ଗୁଣ ଭରି ରହିଛି । ଉତ୍ତର ଭାରତରେ ଏହାକୁ…

ଲଟେରୀ ଖୋଲିଦେଲା ବ୍ୟକ୍ତିଙ୍କ ଭାଗ୍ୟ, ରାତାରାତି ହୋଇଗଲେ ୧୫ କୋଟି ଟଙ୍କାର ମାଲିକ

କୁହାଯାଏ ଯଦି ଭାଗ୍ୟ ଭଲ ଥାଏ ତେବେ ମାଟି ଛୁଇଁଲେ ମଧ୍ୟ ସୁନା ହୋଇଯାଏ । ଏମିତି ଅନେକ ଥର ଦେଖିବାକୁ ମିଳିଛି । କିଏ ରାତାରାତି କୋଟିପତି ହୋଇଯାଇଛି ତ ଆଉ କାହାର ଭାଗ୍ୟ ବଦଳି ଯାଉଛି । ଏମିତି ଅନେକ ମାମଲା ଆପଣ ଶୁଣିଥିବେ। ନିକଟରେ ମେରିଲାଣ୍ଡରେ ମଧ୍ୟ ଏପରି କିଛି ଘଟିଛି ଯେଉଁଠାରେ ଜଣେ…

ତିନି ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବରେ ପୁନଃ ନିଯୁକ୍ତ ହେଲେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ : ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଛି । ଆଗାମୀ ଡିସେମ୍ବର ୧୦ ତାରିଖ ଠାରୁ ଏହି ପୁନଃନିଯୁକ୍ତି ଲାଗୁ ହେବ। ଏହି ପଦବୀରେ ସେ ନିର୍ଦ୍ଧାରିତ ସମୟସୀମା କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଏକ ବିବୃତ୍ତିରେ କୁହାଯାଇଛି ଯେ,…

୧୬ ବର୍ଷ ପରେ ବଦଳିଲା ଫେସ୍‌ବୁକ୍‌ର ନାଁ, ଏବେ ‘ମେଟା’ ନାମରେ ହେବ ପରିଚିତ

ଫେସ୍‌ବୁକ୍‌ ଏହାର ନାମକୁ ପରିବର୍ତ୍ତନ କରିଛି । ଏହାର ନୂଆ ନାମ Facebook ରୁ Meta କୁ ପରିବର୍ତ୍ତନ କରାଯାଇଛି । ଏହାର ପ୍ରତିଷ୍ଠାତା ମାର୍କ ଜୁକର ବର୍ଗ ନିଜେ ଏହି ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ଫେସ୍‌ବୁକ୍‌ର ନାମ ପରିବର୍ତ୍ତନ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଏହାକୁ ଗୁପ୍ତ…

ଦୀପାବଳି ପୂର୍ବରୁ ରେକର୍ଡ କାଟିଲା ଟାଟା ମୋଟର୍ସ, ଏକାସାଙ୍ଗେ ଲଞ୍ଚ କଲା ୨୧ ଟି ଯାନବାହାନ

ଦୀପାବଳି ପୂର୍ବରୁ ରେକର୍ଡ କାଟିଲା ଟାଟା ମୋଟର୍ସ ,ଏହାର କାମର୍ସିୟାଲ ଯାନଗୁଡିକର ପରିସରକୁ ବିସ୍ତାର କରିଛି । କମ୍ପାନୀ ଗୁରୁବାର ଦିନ କାମର୍ସିୟାଲ ଯାନର ପ୍ରତ୍ୟେକ ବିଭାଗର ଗାଡି ଗୁଡିକୁ ଅର୍ଥାତ ଏକାସାଙ୍ଗରେ ମୋଟ ୨୧ ଟି ଗାଡିକୁ ଲଞ୍ଚ କରିଛି। ଏଥିସହିତ ଟାଟା ମୋଟର୍ସ ମଧ୍ୟମ ଏବଂ ଭାରୀ…