ବିଜୟା ମାଲ୍ୟାଙ୍କୁ ଲାଗିଲା ବଡ଼ ଝଟକା, ଲଣ୍ଡନ କୋର୍ଟରେ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଆବେଦନ ହେଲା ଖାରଜ

ଭାରତ ସରକାରଙ୍କ ଦ୍ୱାରା ପଳାତକ ଘୋଷିତ ହୋଇଥିବା କିଙ୍ଗଫିସର ଏୟାରଲାଇନ୍ସର ପୂର୍ବ ମାଲିକ ବିଜୟ ମାଲ୍ୟଙ୍କୁ ଲାଗିଛି ବଡ଼ ଝଟକା । ଏବେ ସେ ଲଣ୍ଡନରେ ଆତ୍ମ ଗୋପନ କରିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପ୍ରତ୍ୟର୍ପଣ ପାଇଁ ବ୍ରିଟିସ ସରକାରଙ୍କୁ ଆବେଦନ କରାଯାଇଥିଲା । ତେବେ ପ୍ରତ୍ୟର୍ପଣକୁ…

ମଧ୍ୟପ୍ରଦେଶ କରୋନା ରୋଗୀଙ୍କ ସଂଖ୍ୟା ଚଉଦ ଶହ ଟପିଲା, ମୃତକଙ୍କ ସଂଖ୍ୟା ୬୯ରେ ଥିବାବେଳେ ୧୨୭ ରୋଗୀ ସୁସ୍ଥ ହୋଇ ଫେରିଲେ

ମଧ୍ୟପ୍ରଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ୪ର୍ଥ ଦିନରେ ଟିକେ କୋହଳ କରାଯାଇଛି । ଲୋକେ ପରିବାପତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ବାହାରକୁ ଆସିଛନ୍ତି । ତଥାପି ସାମାଜିକ ଦୂଦତ୍ୱକୁ ପାଳନ କରିବାକୁ…

ଟ୍ରମ୍ପ୍‌ଙ୍କ ଚେତାବନୀ : କରୋନା ଭାଇରସ୍‌ ମହାମାରୀ ପାଇଁ ଯଦି ଚୀନ ଦାୟୀ ବୋଲି ଜଣାପଡ଼େ ତେବେ ଭୋଗିବାକୁ ପଡ଼ିବ ଏହାର ଫଳ

କରୋନା ମହାମାରୀ କବ୍ଜାରେ ସାରା ବିଶ୍ୱ । ତେବେ ଏଥିରେ ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଆମେରିକା । ଏଠାରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୩୯ ହଜାରରୁ ଅଧିକ ଥିବା ଜଣାପଡ଼ିଛି । କରୋନା ପ୍ରଥମେ ଚୀନ୍‌ର ଓ୍ଵହାନ୍‌ ସହରରେ ଦେଖିବାକୁ ମିଳିଥିଲା ।…

ଲକ୍‌ଡାଉନ୍‌ ପାଇଁ ପରିବାରଠୁ ଦୂରରେ ରହି ଝୁରୁଛନ୍ତି ସଂଜୟ ଦତ୍ତ, ଟ୍ଵିଟ୍‌ରରେ ସେୟାର କଲେ ନିଜ ଦୁଃଖ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଏବେ ପତ୍ନୀ ଓ ପିଲାଙ୍କୁ ବହୁତ ଝୁରୁଛନ୍ତି । ପ୍ରତିଦିନ ଭିଡ଼ିଓ କଲ୍‌ କରି ପିଲାଙ୍କୁ ଦେଖୁଛନ୍ତି ଓ ତାଙ୍କ ସହ କଥା ହେଉଛନ୍ତି । ତଥାପି ସେମାନଙ୍କ ସୁରକ୍ଷା ଚିନ୍ତା ରହୁଛି ବୋଲି ସଂଜୟ କହିଛନ୍ତି । କଥାଟା ଏମିତି । ନିକଟରେ ସଂଜୟ ଦତ୍ତଙ୍କ ପତ୍ନୀ…

ମୁସଲମାନ୍‌ଙ୍କ କରୋନା ଚିକିତ୍ସା ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଏମିତି ବିବାଦୀୟ କଥା କହିଲେ ଲେଖିକା ଅରୁନ୍ଧତୀ ରୟ

ନୂଆଦିଲ୍ଲୀ: ଲେଖିକା ତଥା ସାମାଜିକ କର୍ମୀ ଅରୁନ୍ଧତୀ ରୟ ନିଜର ଅଗ୍ନିବର୍ଷି ଭାଷଣ ପାଇଁ ବେଶ୍‌ ପରିଚିତ । ସବୁବେଳେ କିଛି ନା କିଛି ବିବାଦୀୟ ମନ୍ତବ୍ୟ ଦେଇ ସେ ଗଣମାଧ୍ୟମରେ ରହିଥାନ୍ତି । ନିକଟରେ ଦେଶରେ ଲାଗୁହେବାକୁ ଥିବା ସିଆଇଏକୁ ନେଇ ଶ୍ରୀମତୀ ରୟ ବହୁ ବିବାଦୀୟ ମନ୍ତବ୍ୟ ଦେଇ…

କରୋନା ପାଇଁ କେନ୍ଦ୍ର ସରକାରୀ ଚାକିରିଆଙ୍କ ପେନ୍‌ସନ୍‌ କଟାଯିବ ନାହିଁ, କହିଲେ ଅର୍ଥମନ୍ତ୍ରୀ ସୀତାରମଣ

କରୋନା ପାଇଁ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ବିଭିନ୍ନ ସୂତ୍ରରୁ ସରକାରଙ୍କ ରାଜକୋଷକୁ ଆର୍ଥିକ ସହାୟତା ମିଳିବାରେ ଲାଗିଛି । ଏହି ସମୟରେ ସରକାର ମନ୍ତ୍ରୀ, ଏମ୍‌ଏଲ୍‌ଏ ଓ ବିଭିନ୍ନ କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ଘୋଷଣା କରିଥିଲେ । ସେତେବେଳେ ପେନ୍‌ସନଧାରୀଙ୍କର ମଧ୍ୟ…

ଚୀନ୍‌ କବଳରୁ ଭାରତୀୟ କମ୍ପାନୀଗୁଡ଼ିକୁ ବଞ୍ଚାଇବା ପାଇଁ କେନ୍ଦ୍ରସରକାର ଏଫ୍‌ଡିଆଇ ନିୟମରେ ଏମିତି କଲେ ପରିବର୍ତ୍ତନ

କରୋନା ଭାଇରସ୍‌ ଯୋଗୁ ବିକଶିତ ରାଷ୍ଟ୍ରର ଅର୍ଥବ୍ୟବସ୍ଥା ଭାଙ୍ଗି ପଡ଼ିଛି । ଏହି ମଉକାର ଫାଇଦା ନେବାକୁ ଚୀନ୍‌ ଏବେ ଚିନ୍ତା କରୁଥିବାରୁ ବିଭିନ୍ନ ଦେଶ ଏବେ ତା’ର ଏଫ୍‌ଡିଆଇ ନିୟମରେ ପରିବର୍ତ୍ତନ ଆଣିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ତା’ର ଏଫ୍‌ଡିଆଇ ନିୟମରେ ପରିବର୍ତ୍ତନ…

ଆପ୍‌ ବିଧାୟକଙ୍କ ମାନସିକ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲେ ଦିଲ୍ଲୀ ଡାକ୍ତର, ସୁଇସାଇଡ୍‌ ନୋଟ୍‌ରେ ଲେଖିଗଲେ…

କରୋନା ସମୟରେ ଡାକ୍ତରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧା କହୁଛନ୍ତି । ହେଲେ ଦିଲ୍ଲୀର ଜଣେ ଡାକ୍ତର ଆପ୍‌ର ବିଧାୟକଙ୍କ ମାନସିକ ଯନ୍ତ୍ରଣା ସହି ନ ପାରି ଆତ୍ମ ହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ବିଧାୟକଙ୍କ ସବୁ କଥା ଲେଖିଯାଇଛନ୍ତି…

ଏନ୍‌କାଉଣ୍ଟରେ ଛତିଶଗଡ଼ ମାଓବାଦୀ ନାଗେଶର ମୃତ୍ୟୁ, ମୁଣ୍ଡ ପାଇଁ ଘୋଷଣା କରାଯାଇଥିଲା ନଅ ଲକ୍ଷ ଟଙ୍କା ପୁରସ୍କାର

ସୁକାମ: ଛତିଶଗଡ଼ ସୁକାମ ଜିଲ୍ଲାରେ ସୁରକ୍ଷା ବଳଙ୍କ ଏନ୍‌କାଉଣ୍ଟରେ ଶୁକ୍ରବାର ରାତିରେ ମୋଷ୍ଟ ଓ୍ଵାଣ୍ଟେଡ୍‌ ମାଓବାଦୀ ନାଗେଶର ମୃତ୍ୟୁ ଘଟିଛି । ମୃତ ମାଓବାଦୀ ନାଗେଶ, କାଲିମେଲା ଆଞ୍ଚଳିକ ସଂଗଠନ ସ୍କ୍ଵାର୍ଡ ଭାବେ ଗତ ୬ ବର୍ଷ ଧରି କାମ କରିଆସୁଥିଲା । ଏହାର ମୁଣ୍ଡ ପାଇଁ ପୂର୍ବରୁ…

କରୋନା ଯୁଦ୍ଧରେ ଭାରତକୁ ସହାୟତା କରିବ ଓ୍ଵାଲ୍‌ମାର୍ଟ ଓ ଫ୍ଲିପ୍‌କାର୍ଟ, ଦାନ କରିବେ ୪୬ କୋଟି

ସାରା ବିଶ୍ୱରେ ଚାଲିଛି କରୋନା ଯୁଦ୍ଧ । ସବୁ ଦେଶ କରୋନାକୁ ପ୍ରତିହତ କରିବାକୁ ଚଳାଇଛନ୍ତି ସଂଗ୍ରାମ । ଏଥିପାଇଁ ସବୁ ଦେଶର ଆଥିର୍କ ସ୍ଥିତି ଦୋହଲି ଯାଇଛି । ଏତିକିବେଳେ ସବୁ ବର୍ଗରୁ କରୋନା ପାଇଁ ସହାୟତା ରାଶିର ସୁଅ ଛୁଟିଛି । କରୋନା ସହାୟତା ପାଇଁ ଓ୍ଵାଲ୍‌ମାର୍ଟ ଆଇଏନ୍‌ସି ଓ…

କରୋନା ଭାଇରସ୍‌ରେ ଲୁଧିଆନା ଏସିପିଙ୍କ ମୃତ୍ୟୁ, ପ୍ଲାଜ୍‌ମା ଥେରାପି ପାଇଁ ଚାଲିଥିଲା ପ୍ରସ୍ତୁତି

ପଞ୍ଜାବ ଲୁଧିଆନାର ଏସିପି ଅନିଲ୍‌ କୋହଲୀଙ୍କର କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଶନିବାର ମୃତ୍ୟୁ ହୋଇଯାଇଛି । ଏସ୍‌ପିଏସ୍‌ ହସ୍‌ପିଟାଲରେ ଏସିପିଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା । ଏସିପିଙ୍କ ମୃତ୍ୟୁ ପରେ…

ଭାରତରେ ଚାରି ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୧୨୭୫୯ ଆକ୍ରାନ୍ତ, ସୁସ୍ଥ ହୋଇଫେରିଛନ୍ତି ୧୪୮୮

ନୂଆଦିଲ୍ଲୀ: ଦେଶରେ ଚାରି ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ଗୁରୁବାର ସକାଳ ସୁଦ୍ଧା ୪୧୪ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍ । ଦେଶରେ ୧୨ ୭୫୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସୁସ୍ଥ ହୋଇ ଫେରିଛନ୍ତି ୧ହଜାର ୪୮୮ । ବିଭିନ୍ନ ହସ୍ପିଟାଲରେ ୧୦ହଜାର ୪୭୭ ଜଣ ଚିକିତ୍ସାଧୀନ ଅଛନ୍ତି।…