Below header

ହାଇକୋର୍ଟ କହିଲେ ହିନ୍ଦୁ ବିବାହରେ ‘କନ୍ୟାଦାନ’ ଆବଶ୍ୟକ ନାହିଁ, ‘ସାତ ଫେରା’ ଜରୁରୀ

ନିକଟରେ ଆହ୍ଲାବାଦ ହାଇକୋର୍ଟ ଏକ ବଡ କଥା ଘୋଷଣା କରିଛି । ହାଇକୋର୍ଟ କହିଛି ଯେ ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ଏକ ବିବାହ ସମ୍ପର୍ଣ୍ଣ କରିବା ପାଇଁ 'କନ୍ୟାଦାନ' ଜରୁରୀ ନୁହେଁ, କିନ୍ତୁ ସପ୍ତପଦି ଅର୍ଥାତ୍ ସାତ ଫେରା ଆବଶ୍ୟକ । ହାଇକୋର୍ଟ ଆଶୁତୋଷ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା…

ବସନ୍ତ ଋତୁର ଦୃଶ୍ୟ ଖୁବ ନିଆରା, ପଳାଶ ଫୁଲର ରଙ୍ଗରେ ରଙ୍ଗାୟିତ ଧରଣୀ ରାଣୀ

ବଣ ଜଙ୍ଗଲ ଘେରା କୋରାପୁଟ ଜିଲ୍ଲା ସୌନ୍ଦର୍ଯ୍ୟର ଗନ୍ତା ଘର ଏବଂ ପ୍ରକୃତିର ବରଦାନ ସଦୃଶ । ବର୍ଷକ ଯାକର ୬ଟି ଋତୁରେ ପ୍ରକୃତିର ଆଶୀର୍ବାଦରୁ ସବୁ ସମୟରେ କିଛି ନା କିଛି ମନଲୋଭା ଦୃଶ୍ୟ ଦେଖିବାକୁ ମିଳେ ସେ ଗାଁ ହେଉ କି ଜଙ୍ଗଲ ହେଉ । ଗୋଟିଏ ପଟେ ବସନ୍ତ ଋତୁକୁ ସ୍ୱାଗତ ଜଣାଇବା ପାଇଁ ସଜେଇ…

ଦୁନିଆର ସବୁଠାରୁ ଦାମୀ ଜୋତା, ଦାମ ଜାଣିଲେ ଉଡିଯିବ ହୋସ୍

Moon Star ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଜୋତା । ଯାହାର ମୂଲ୍ୟ ପ୍ରାୟ ୧.୬୩ ବିଲିୟନ ଭାରତୀୟ ଟଙ୍କା । ମୁନ ଷ୍ଟାର ଜୋତା ଏହାର ମୂଲ୍ୟ ହେତୁ ଆଜି ପର୍ଯ୍ୟନ୍ତ ଏହା ଦୁନିଆର ସବୁଠାରୁ ମହଙ୍ଗା ଜୋତା ଭାବରେ ପରିଗଣିତ ହୁଏ । ଯେତେବେଳେ ଲୋକମାନେ ପ୍ରାୟତଃ ବାହାରକୁ ଯାଆନ୍ତି, ସେମାନେ ଜୋତା…

ଅଧା ଦାମରେ କିଣନ୍ତୁ ୫୦ ଇଞ୍ଚର ଏହିସବୁ ସ୍ମାର୍ଟ ଟିଭି, ମିଳୁଛି ଭାରି ଡିସକାଉଣ୍ଟ

ଯଦି ମହଙ୍ଗା ହେତୁ ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସ୍ମାର୍ଟ ଟିଭି କିଣିବାକୁ ସକ୍ଷମ ହୋଇ ନାହାଁନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ । ଏହି ସେଲରେ, ଆପଣ ଅଧା ମୂଲ୍ୟରେ ବହୁତ ଫିଚର୍ସ ସହିତ ସ୍ମାର୍ଟ ଟିଭି କିଣିପାରିବେ । ଯଦି ଆପଣ ମଧ୍ୟ କମ ବଜେଟରେ ସ୍ମାର୍ଟ ଟିଭି କିଣିବାକୁ…

କାହିଁକି ଘରେ ପୂଜା କରାଯାଏନି ଶିବଲିଙ୍ଗ? ଜାଣନ୍ତୁ ସଠିକ ନିୟମ କ’ଣ

ଶିବଲିଙ୍ଗଙ୍କୁ ପୂଜା ନକରି କିମ୍ବା ଶିବଲିଙ୍ଗକୁ ଜଳ ନ ଦେଇ ଭୋଲେନାଥଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ । ତେବେ ଆସନ୍ତୁ ଆଜି ଜାଣିବା ଆମେ ଘରେ ଶିବଲିଙ୍ଗ ରଖିପାରିବା କି ନାହିଁ । ଶିବଲିଙ୍ଗଙ୍କୁ ଜଳ ନ ଦେଇ ଭୋଲେନାଥଙ୍କ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ । ସୋମବାର ଦିନ…

ଟ୍ରକ ପଛରେ କାହିଁକି ଲେଖାଯାଇଥାଏ ‘Horn OK Please’, ଏହାର ଅର୍ଥ ଜାଣିଛନ୍ତି କି?

ଆମେ ରାସ୍ତାରେ ଯିବା ଆସିବା କରିବା ସମୟରେ ବିଭିନ୍ନ ପ୍ରକାରର ଯାନବାହନ ଦେଖିଥାଉ । ତେବେ ଏହି ଯାନ ଗୁଡିକରେ ଆପଣ ନିଶ୍ଚିତ ଭାବରେ କିଛି ନା କିଛି ଷ୍ଟିକର କିମ୍ବା କିଛି ଲେଖା ଥିବାର ଦେଖିଥିବେ । କାରଗୁଡିକରେ ପିଲାମାନଙ୍କର ନାମ କିମ୍ବା ଭଗବାନଙ୍କ ସମ୍ବନ୍ଧୀୟ କୌଣସି ସ୍ଲୋଗାନ ଥିବାବେଳେ…

ଟେରାକୋଟାରେ ସୌଖିନ ସାମଗ୍ରୀ ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି ମହିଳା

କୁଟିର ଶିଳ୍ପ ଓ ହସ୍ତ ଶିଳ୍ପର ଗନ୍ଥାଘର ସୁବର୍ଣ୍ଣପୁର ଜିଲ୍ଲା । ଦିନେ କୁମ୍ଭକାରଙ୍କ ହାତ ତିଆରି ମାଟି ଜିନିଷ ପାଇଁ ବେଶ ପରିଚିତ ଥିଲେ ଏହି ଜିଲ୍ଲାର କୁମ୍ଭକାର । କିନ୍ତୁ ଏବେ ବଦଳିଛି ଯୁଗ ଆଉ ବଦଳିଛି ସମୟ । ସମୟ ସୁଅରେ ନିଜର କୈାଳିକ ବୃତି ହଜିଯାଉଥିବାରୁ ଚିନ୍ତାରେ କୁମ୍ଭକାର ପରିବାର…

ଖୁବ୍ ଶୀଘ୍ର ଆପଲ୍ ଆଣିବାକୁ ଯାଉଛି ମୋବାଇଲ ରୋବଟ୍, କରିବ ସମସ୍ତ ଘର କାମ

ଏବେ ଆଉ ଘରେ ରହିବେନି ଚାକର ଚାକରାଣୀ କାରଣ ଏଣିକି ଘରର ସବୁ କାମ କରିବ ରୋବଟ୍‌ । ଏବେ ପ୍ରତ୍ୟେକ ଘରେ ରହିବେ ରୋବଟ୍‌ । ଖୁବଶୀଘ୍ର ଏନେଇ ସଫ୍ଟୱେୟାର କମ୍ପାନୀ ଆପଲ୍‌ ଏକ ପ୍ଲାନ ପ୍ରସ୍ତୁତ କରୁଛି । ଆଗାମୀ କିଛି ଦିନ ମଧ୍ୟରେ ସମଗ୍ର ବିଶ୍ୱ ଏକ ନୂତନ ଉଦ୍ଭାବନ ଦେଖିବ ବୋଲି ମାର୍କ ଗୁରମନ୍‌…

ଭକ୍ତର ଦୃଢତା ଆଗରେ ହାର ମାନିଛି ୪୦ ଡିଗ୍ରୀର ତାପମାତ୍ରା, ଦଣ୍ଡ ପର୍ବ ପାଇଁ ଜମୁଛି ଭକ୍ତଙ୍କ ଭିଡ

କଥାରେ ଅଛି ଦୃଢତା ଆଗରେ ସବୁ ଶକ୍ତି ହାର ମାନେ । ଦିନକୁ ଦିନ ଯେତେ ମାତ୍ରାରେ ଖରାର ପ୍ରକୋପ ବଢି ଚାଲିଛି ଏହାକୁ ଖାତିର ନ କରି ଦଣ୍ଡ ପର୍ବରେ ଜମୁଛି ଭକ୍ତଙ୍କ ଭିଡ । ମୁଣ୍ଡରେ ୪୦ ଡିଗ୍ରୀର ତାତି, ଖାଲି ପାଦରେ ଚାଲିବା ,ପେଟର ଜ୍ୱାଳା ଓ ଅଗ୍ନି ଦାଣ୍ଡରେ ଅଗ୍ନିରେ ଖେଳିବା ସବୁ ଦୂର ହୋଇଯାଏ…

ରାତିରେ କାହିଁକି କାନ୍ଦନ୍ତି କୁକୁର? ଜାଣନ୍ତୁ ଏହାର ପ୍ରକୃତ କାରଣ

ଜ୍ୟୋତିଷ ଶାସ୍ତ୍ର ଅନୁଯା୍ୟୀ କୁକୁର ଅଧିକ ସେତେବେଳେ କାନ୍ଦିଥାନ୍ତି ବା ଭୋକିଥାନ୍ତି ଯେତେବେଳେ ତାଙ୍କ ପାଖ ଆଖରେ କୌଣସି ଆତ୍ମା ରହିଥାନ୍ତି ଏହି କଥା ତ ଆପଣ ସମସ୍ତେ ନିଶ୍ଚୟ ଶୁଣିଥିବେ । ଏପରି ବି କୁହାଯାଇଥାଏ କି, କୁକୁରମାନେ ଆତ୍ମକୁ ଦେଖିପାରନ୍ତି । ଏହି କାରଣରୁ ସେମାନେ ରାତିରେ…

Realme ଲଞ୍ଚ କଲା ଏକ ଶସ୍ତା ସ୍ପାର୍ଟଫୋନ, ମିଳିବ 8GB RAM ସହିତ ଅନେକ ବଢିଆ ଫିଚର୍ସ

Realme ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି । ରିଅଲମିର ଏହି ବଜେଟ୍ ଅନୁକୂଳ ସ୍ମାର୍ଟଫୋନରେ ଅନେକ ଦମଦାର ଫିଚର୍ସ ପ୍ରଦାନ କରାଯାଇଛି । Realme C ସିରିଜର ଏହି ଲାଟେସ୍ଟ ସ୍ମାର୍ଟଫୋନ୍ ଏକ ଷ୍ଟାଇଲିସ୍ ଡିଜାଇନ୍ ସହିତ ଆସିଛି । ଏହି ଫୋନରେ ୮GB RAM ଏବଂ ୨୫୬GB ଇଣ୍ଟରନାଲ ଷ୍ଟୋରେଜ୍…

ଏବେ Google ସର୍ଚ୍ଚ ପାଇଁ ଦେବାକୁ ପଡିବ ଟଙ୍କା, ପ୍ରସ୍ତୁତି ଚଲାଇଛି କମ୍ପାନୀ

ଗୁଗୁଲ ସମଗ୍ର ବିଶ୍ୱରେ ନିଜର କୋଟି କୋଟି ୟୁଜର୍ସଙ୍କୁ ଏକ ବଡ଼ ଝଟକା ଦେବାକୁ ଯାଉଛି । ଏବେ ଗୁଗୁଲରେ କିଛି ଖୋଜିବାକୁ ୟୁଜର୍ସଙ୍କୁ ଟଙ୍କା ଦେବାକୁ ପଡିବ । ଗୁଗୁଲ ଏପରି AI ସପୋର୍ଟ ସର୍ଚ୍ଚ ଫିଚର ଉପରେ କାମ କରୁଛି ଯାହା ପାଇଁ ଏହା ୟୁଜର୍ସଙ୍କୁ ଗୁଗଲ ସର୍ଚ୍ଚ ପାଇଁ ଚାର୍ଜ କରିପାରେ ।…