Below header

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Vivo T3x 5G, ଜାଣନ୍ତୁ କ’ଣ ରହିଛି ଫିଚର୍ସ

Vivo ବଜେଟ୍ ରେଞ୍ଜରେ ଆଉ ଏକ ଧମାକାଦାର ଫୋନ୍ ଲଞ୍ଚ କରିବାକୁ ଯାଉଛି । ଏହି ଫୋନର ନାମ Vivo T3x 5G ହେବ ଏବଂ କମ୍ପାନୀ ଏହାର ସମ୍ଭାବ୍ୟ ମୂଲ୍ୟ ମଧ୍ୟ ପ୍ରକାଶ କରିଛି । ଆସନ୍ତୁ ଏହି ଫୋନ୍ ବିଷୟରେ ଜାଣିବା । ଭିଭୋ ଭାରତରେ ଏହାର ଟି ସିରିଜର ଆଉ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ…

ରାଜନୀତିରେ ଏଣ୍ଟ୍ରି କରିବା ମାତ୍ରେ ହି କଙ୍ଗନା କିଣିଲେ ଲଗଜରୀ କାର, ଭାଇରାଲ ହେଉଛି ଭିଡିଓ

ଆଜିକାଲି କଙ୍ଗନା ରାନାୱତ ନିଜ ପର୍ସନାଲ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପିର ଲୋକସଭା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ରାଜନୀତିରେ ପ୍ରବେଶ କରିବା ପରେ ଆଉ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି । ବଲିଉଡ କ୍ୱିନ ଏବଂ ନିଜ ବୟାନକୁ…

ନବରାତ୍ରୀରେ ଖାଆନ୍ତୁ ଏହି ସବୁ ଜିନିଷ, ଖୁବ ଶୀଘ୍ର କମିବ ଓଜନ

ନବରାତ୍ରୀ ସମୟରେ ମା ଦୁର୍ଗାଙ୍କ ପ୍ରତି ଭକ୍ତି ଏତେ ଶକ୍ତି ଦେଇଥାଏ ଯେ ଆପଣ ସମଗ୍ର ୯ ଦିନ ପାଇଁ ସହଜରେ ଉପବାସ କରିପାରିବେ । ଯଦି ଆପଣ ଉପବାସ ମାଧ୍ୟମରେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଏପରି ଖାଦ୍ୟକୁ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ, ଯାହା ଖୁବ ଶୀଘ୍ର ଓଜନ ହ୍ରାସ କରିବ…

୧୦୦୦ କୋଟି ଟଙ୍କାରେ ନିର୍ମିତ ରାଜମୋୖଲିଙ୍କ ଫିଲ୍ମରେ ଏଣ୍ଟ୍ରି କରିବେ କି ଅମୀର ଖାନ? କରିଲେ ସିକ୍ରେଟ ମିଟିଂ

ଲାଲ ସିଂ ଚଢା ଫିଲ୍ମ ଫ୍ଲପ୍ ହେବା ପରଠାରୁ ଅମୀର ଖାନ୍ ବଡ ପରଦାରୁ ଦୂରରେ ଅଛନ୍ତି । ସେ ଏପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍ କରିନାହାଁନ୍ତି । କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ଅମୀର ଖାନ ଭେଟେରାନ ନିର୍ଦ୍ଦେଶକ ଏସ.ଏସ୍ ରାଜାମୋୖଲିଙ୍କ ପରବର୍ତ୍ତୀ ଫିଲ୍ମର ଅଂଶ ହୋଇପାରନ୍ତି ।…

କାହିଁକି କୁକୁର ଏବଂ ବିଲେଇ ପରସ୍ପରକୁ ପସନ୍ଦ କରନ୍ତି ନାହିଁ? ଜାଣନ୍ତୁ ଏହା ପଛର ମଜାଦାର କାରଣ

କୁକୁର ବିଲେଇଙ୍କର ଝଗଡା ବିଷୟରେ ତ ଆପଣମାନେ ନିଶ୍ଚୟ ଜାଣିଥିବେ । ଏମାନଙ୍କ ଝଗଡାର ଅନେକ ଦୃଶ୍ୟ ଆପଣ ଦେଖିଥିବେ ଏବଂ ଶୁଣିଥିବେ ମଧ୍ୟ । ରାସ୍ତା ଘାଟ ଗଳି କନ୍ଦିରେ ପ୍ରାୟ ସମୟରେ ଏମାନଙ୍କ ଝଗଡା ଦେଖିବାକୁ ମିଳିଥାଏ । ଆପଣ ଲକ୍ଷ କରିଥିବେ ଯେତେବେଳେ ଛୋଟ ପିଲାମାନେ ନିଜ ମଧ୍ୟରେ ଝଗଡା…

ଜାଣିନଥିବେ Google Mapର ଏହି ୫ଟି ସିକ୍ରେଟ ଫିଚର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଆଜିକାଲି ଗୁଗୁଲ୍ ମ୍ୟାପ୍ ଲୋକଙ୍କ ପାଇଁ ଏକ ଆବଶ୍ୟକତା ପାଲଟିଛି । ଗୁଗୁଲ୍ ମ୍ୟାପର ଅନେକ ସିକ୍ରେଟ ଫିଚର୍ସଗୁଡିକ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି, ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ... ଆଜିର ସମୟରେ, ଗୁଗୁଲ୍ ମ୍ୟାପ୍ ବିଷୟରେ ସମସ୍ତେ ଅବଗତ ଅଛନ୍ତି । ଆପଣ ଆପଣଙ୍କର…

ଜିଓ ୟୁଜର୍ସଙ୍କ ପାଇଁ ଆସିଲା ବେଷ୍ଟ ପ୍ଲାନ୍‌, ଗିଫ୍ଟରେ ମିଳିବ ୨୦୦GB ଡାଟା

ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ । ଜିଓରେ ବର୍ତ୍ତମାନ ୪୬ କୋଟିରୁ ଅଧିକ ୟୁଜର୍ସ ଅଛନ୍ତି ଏବଂ ସେମାନଙ୍କ ସୁବିଧା ପାଇଁ କମ୍ପାନୀ ସମୟ ସମୟରେ ନୂତନ ପ୍ଲାନ ପ୍ରଦାନ କରିଥାଏ । ଯଦି ଆପଣ ଜିଓର ଏକ ଶସ୍ତା ପ୍ଲାନ ଖୋଜୁଛନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ ।…

ନୟନତାରାଙ୍କ ପୁରୁଣା ସ୍ୱପ୍ନ ହେଲା ସାକାର, ଫଟୋ ସେୟାର କରି ଖୁସି ବ୍ୟକ୍ତ କରିଲେ ଅଭିନେତ୍ରୀ

ଶାହାରୁଖ ଖାନଙ୍କ 'ଜୱାନ'ରେ କାମ କରିଥିବା ନୟନତାରା ଆଜିକାଲି ତାଙ୍କ ପର୍ସନାଲ ତଥା ପ୍ରଫେସନାଲ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ନିଜ ଜୀବନର ଛୋଟ ବଡ ଅପଡେଟ୍ ବ୍ୟତୀତ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି ।…

ଭାରତର ଏହି ରାଜ୍ୟକୁ କୁହାଯାଏ ଚିନି ପାତ୍ର, ଜାଣନ୍ତୁ କାହିଁକି

ଭାରତରେ ୨୮ ଟି ରାଜ୍ୟ ଏବଂ ୮ ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି । ଯେଉଁଥିରୁ ପ୍ରତ୍ୟେକ ରାଜ୍ୟର ଭିନ୍ନ ପରିଚୟ ଅଛି, କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି କେଉଁ ରାଜ୍ୟକୁ ଭାରତର ଚିନି ପାତ୍ର କୁହାଯାଏ । ଭାରତର ପ୍ରତ୍ୟେକ ରାଜ୍ୟର ଭିନ୍ନ ସ୍ୱତନ୍ତ୍ରତା ରହିଛି । ଯେଉଁଥିପାଇଁ ରାଜ୍ୟଗୁଡିକ ଜାତୀୟ…

ଚଷମା ସ୍କ୍ରାଚ୍ ହୋଇଯାଇଛି କି? ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ଯେଉଁମାନେ ଚଷମା ପିନ୍ଧନ୍ତି ସେମାନେ ଜାଣନ୍ତି ଚାଷମାରେ କେତେ ଶୀଘ୍ର ସ୍କ୍ରାଚ୍ ହୋଇଯାଏ ଏବଂ ଏଥିରେ ଦେଖିବା କେତେ କଷ୍ଟକର । କିନ୍ତୁ ଏଭଳି କିଛି ସହଜ ଘରୋଇ ଉପଚାର ଅଛି ଯାହା ଆପଣଙ୍କ ଚଷମାରୁ ସ୍କ୍ରାଚ୍ ହଟାଇବାରେ ସାହାଯ୍ୟ କରିଥାଏ । ୱିଣ୍ଡିଶିଲ୍ଡ ୱାଟର ରିପ୍ଲେଣ୍ଟ ଏବଂ ମେଟାଲ…

ହାଇକୋର୍ଟ କହିଲେ ହିନ୍ଦୁ ବିବାହରେ ‘କନ୍ୟାଦାନ’ ଆବଶ୍ୟକ ନାହିଁ, ‘ସାତ ଫେରା’ ଜରୁରୀ

ନିକଟରେ ଆହ୍ଲାବାଦ ହାଇକୋର୍ଟ ଏକ ବଡ କଥା ଘୋଷଣା କରିଛି । ହାଇକୋର୍ଟ କହିଛି ଯେ ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ଏକ ବିବାହ ସମ୍ପର୍ଣ୍ଣ କରିବା ପାଇଁ 'କନ୍ୟାଦାନ' ଜରୁରୀ ନୁହେଁ, କିନ୍ତୁ ସପ୍ତପଦି ଅର୍ଥାତ୍ ସାତ ଫେରା ଆବଶ୍ୟକ । ହାଇକୋର୍ଟ ଆଶୁତୋଷ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା…

ବସନ୍ତ ଋତୁର ଦୃଶ୍ୟ ଖୁବ ନିଆରା, ପଳାଶ ଫୁଲର ରଙ୍ଗରେ ରଙ୍ଗାୟିତ ଧରଣୀ ରାଣୀ

ବଣ ଜଙ୍ଗଲ ଘେରା କୋରାପୁଟ ଜିଲ୍ଲା ସୌନ୍ଦର୍ଯ୍ୟର ଗନ୍ତା ଘର ଏବଂ ପ୍ରକୃତିର ବରଦାନ ସଦୃଶ । ବର୍ଷକ ଯାକର ୬ଟି ଋତୁରେ ପ୍ରକୃତିର ଆଶୀର୍ବାଦରୁ ସବୁ ସମୟରେ କିଛି ନା କିଛି ମନଲୋଭା ଦୃଶ୍ୟ ଦେଖିବାକୁ ମିଳେ ସେ ଗାଁ ହେଉ କି ଜଙ୍ଗଲ ହେଉ । ଗୋଟିଏ ପଟେ ବସନ୍ତ ଋତୁକୁ ସ୍ୱାଗତ ଜଣାଇବା ପାଇଁ ସଜେଇ…