Below header

ଏହା ହେଉଛି ଦୁନିଆର ସବୁଠାରୁ ଦ୍ରୁତ ମାଛ, ଟ୍ରେନଠାରୁ ମଧ୍ୟ ଅଧିକ ସ୍ପିଡ ଏହାର ଗତି

ବିଶ୍ୱରେ ହଜାର ହଜାର ପ୍ରଜାତିର ମାଛ ରହିଛନ୍ତି । ଏହି ସମସ୍ତ ମାଛର ଗୁଣ ମଧ୍ୟ ଭିନ୍ନ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ସ୍ପିଡ ପହଁରୁଥିବା ମାଛ କ’ଣ? ବ୍ଲାକ୍ ମାର୍ଲିନ୍ ମାଛ ଦୁନିଆର ଦ୍ରୁତତମ ପହଁରୁଥିବା ମାଛ ଭାବରେ ବିବେଚନା କରାଯାଏ । ଦୁନିଆର ଦ୍ରୁତ ଗତିଶୀଳ ମାଛ…

ବାସ ଆଉ ଟିକିଏ ଅପେକ୍ଷା! ଏପ୍ରିଲରେ ଲଞ୍ଚ ହେବାକୁ ଯାଉଛି ଏହି ୫ଟି ଜବରଦସ୍ତ ଫୋନ୍

ଏପ୍ରିଲ୍ ମାସରେ ଅନେକ ଜବରଦସ୍ତ ସ୍ମାର୍ଟଫୋନ୍ ଲଞ୍ଚ ହେବାକୁ ଯାଉଛି, ଯେଉଁଥିରେ ୱାନପ୍ଲସ୍, ରିଅଲମି, ମୋଟୋ ଏବଂ ସାମସଙ୍ଗର ସ୍ମାର୍ଟଫୋନ୍ ଅନ୍ତର୍ଭୁକ୍ତ । ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଅଛି । ବାସ୍ତବରେ, ଏପ୍ରିଲ୍…

ନିଆରା ଢଙ୍ଗରେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଲେ ପୁରାତନ ଛାତ୍ରଛାତ୍ରୀ

ଆଳି (କେନ୍ୟୁଜ): ବାଜା ବାଜୁଛି ବାଣ ଫୁଟୁଛି । ଜମାଣିଆ ନାଚ ବି ହେଉଛି । ଏହାରି ଭିତରେ ବିରାଟ ଶୋଭାଯାତ୍ରା ମଧ୍ୟ ଚାଲିଛି । ଯେମିତି ଲାଗୁଛି କୌଣସି ନେତାଙ୍କ ରାଲି ଯାଉଛି । କିନ୍ତୁ ନାଁ ଆଜ୍ଞା ୨୯ ବର୍ଷ ଧରି ଶିକ୍ଷାଦାନ କଲାପରେ ଜଣେ ଶିକ୍ଷକଙ୍କୁ ତାଙ୍କ ପ୍ରିୟ ପୁରାତନ ଛାତ୍ରଛାତ୍ରୀ…

କ’ଣ ସାପ ପାଖରେ ସତରେ ଥାଏ ‘ନାଗମଣି’? ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

ଦୁନିଆରେ ଶହ ଶହ ପ୍ରକାରର ସାପ ଦେଖିବାକୁ ମିଳେ । ଯେତେବେଳେ ବି ସାପ ବିଷୟରେ କଥା ଆସିଥାଏ, ସେଠାରେ ନାଗମଣି ବିଷୟରେ ନିଶ୍ଚିତ ଭାବରେ ଚର୍ଚ୍ଚା କରାଯାଏ । ପିଲାଦିନରୁ ଆମେ ସମସ୍ତେ ନାଗମଣି ବିଷୟରେ ବହୁତ କିଛି ଶୁଣିଛୁ ଏବଂ ପଢିଛୁ । ପୌରାଣିକ କାହାଣୀଠାରୁ ଆରମ୍ଭ କରି ଅନେକ ହିନ୍ଦୀ ଫିଲ୍ମ…

Google Pixel 6a କିଣିବାର ଶେଷ ସୁଯୋଗ, ମିଳୁଛି ଭାରୀ ଡିସକାଉଣ୍ଟ

ଗୁଗଲ୍ ଏହାର ସମସ୍ତ ଅଫିସିଆଲ୍ ଷ୍ଟୋରରୁ Google Pixel 6a କୁ ହଟାଇ ଦେଇଛି । ଏହି ଫୋନର ବିକ୍ରୟ କିଛି ଦିନ ମଧ୍ୟରେ ବନ୍ଦ ହୋଇପାରେ । ତେବେ ଏହି ଫୋନ୍ ଫ୍ଲିପକାର୍ଟରେ ଏବେ ଭାରୀ ଡିସକାଉଣ୍ଟ ସହିତ ବିକ୍ରି ହେଉଛି । ଗୁଗୁଲ୍ ପିକ୍ସେଲ୍ 6a ମେ' ୨୦୨୨ ରେ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ,…

ଖରାଦିନେ ଲେମ୍ବୁ ପାଣି ପିଉଛନ୍ତି କି? ତେବେ ଏହାର ଉପକାରିତା ଏବଂ କ୍ଷତି ବିଷୟରେ ଜାଣନ୍ତୁ

ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଲୋକମାନେ ଥଣ୍ଡା ପାନୀୟ ପିଇବା ଆରମ୍ଭ କରନ୍ତି । ଏଥିମଧ୍ୟରୁ ଗୋଟିଏ ହେଉଛି ଲେମ୍ବୁ ପାଣି ଯାହା ଖରାଦିନ ପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଏହାର କିଛି କ୍ଷତି ମଧ୍ୟ ଅଛି ଯାହାକୁ ଆମେ ଆଜି ଆପଣଙ୍କୁ ଜଣାଇବୁ । ଲେମ୍ବୁ ପାଣି ଖାଇବା ଦ୍ୱାରା ଅସ୍ଥିରତା,…

କମିବାରେ ଲାଗିଛି ‘ଡେଲ୍’ କମ୍ପ୍ୟୁଟରର ଚାହିଦା, ଛଟେଇ କରିଲା ପ୍ରାୟ ୬୦୦୦ କର୍ମଚାରୀ

ଆଜିକାଲି ଅନେକ ବଡ ବଡ଼ କମ୍ପାନୀ ଛଟେଇ କରୁଛନ୍ତି ଏବେ ଏହି ତାଲିକାରେ କମ୍ୟୁଟର ନିର୍ମାତା କମ୍ପାନୀ 'ଡେଲ୍ (DELL)' ମଧ୍ୟ ଯୋଡି ହୋଇଛି । ଏନେଇ ଏବେ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରୁ ଜଣାପଡିଛି ଯେ 'ଡେଲ୍' ଏହାର ପ୍ରାୟ ୬୬୫୦ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଇଛି ।…

ପନୀର ପ୍ରସ୍ତୁତ କମ୍ପାନୀ ପ୍ରତିଷ୍ଠା କରି ରୋଜଗାରକ୍ଷମ ହୋଇଛନ୍ତି ଦୁଇ ଯୁବ ଇଞ୍ଜିନିୟର, ୨୦ରୁ ଅଧିକ ଯୁବକଙ୍କୁ…

ଜଳେଶ୍ୱର (କେନ୍ୟୁଜ): ଦୃଢ ଇଚ୍ଛାଶକ୍ତି ହି ସଫଳତାର ମାପ କାଠି, ଯାହା ପ୍ରମାଣିତ କରି ଦେଖାଇଛନ୍ତି ଦୁଇ ଯୁବ ଇଞ୍ଜିନିୟର ସଞ୍ଜୟ ଏବଂ କେଶବ । ଇଞ୍ଜିନିୟରିଂ ପାସ କରିବା ପରେ ଚାକିରି ପ୍ରତି ଲୋଭ ନକରି ନିଜ ଉଦ୍ୟମରେ ପନିର କାରଖାନା ପ୍ରତିଷ୍ଠା କରି ନିଜେ ରୋଜଗାର କରିବା ସହିତ ସ୍ଥାନୀୟ…

ଆଜି ବିଶ୍ୱ ନାଟ୍ୟ ଦିବସ: ବଞ୍ଚି ରହିବାକୁ ମଞ୍ଚ ନାଟକର ସଂଘର୍ଷ

ଭଞ୍ଜନଗର (କେନ୍ୟୁଜ): ଗାଁ ଠୁ ସହର, ସହରରୁ ରାଜଧାନୀ । ମନୋରଞ୍ଜନ କଥା ଆଲୋଚନା ହେଲେ, ପ୍ରଥମେ ମନକୁ ଆସେ “ମଞ୍ଚ ନାଟକ”ର କଥା । ସେ “ଏକମୁଖୀ ରଙ୍ଗମଞ୍ଚ” ହେଉ କି’ “ଖୋଲା ରଙ୍ଗମଞ୍ଚ” । ଅବଶ୍ୟ ଆଜିର ଦିନରେ, ଏହି ମଞ୍ଚ ନାଟକର ତରିକା ବଦଳିଛି । ଆଧୁନିକରୁ ଅତ୍ୟାଧୁନିକ ହୋଇଛି । ସିନେମା,…

ରବିବାର କିପରି ହେଲା ଛୁଟିଦିନ? ଜାଣନ୍ତୁ ଏହା ପଛର କାହାଣୀ

ଛୁଟିଦିନ ମାନେ ସମସ୍ତଙ୍କ ମନରେ ଆସେ ରବିବାର । କାରଣ ବିଶ୍ୱର ଅଧିକାଂଶ ଲୋକଙ୍କ ପାଇଁ ସପ୍ତାହରେ ଗୋଟିଏ ଛୁଟି ଦିନ ଥାଏ ଏବଂ ତାହା ହେଉଛି ରବିବାର । ଜଣେ ବ୍ୟକ୍ତି ପୁରା ସପ୍ତାହ ରବିବାର ପାଇଁ ଅପେକ୍ଷା କରିଥାଏ । ଏହି ଦିନ ଅଫିସଠାରୁ ଆରମ୍ଭ କରି ସ୍କୁଲ ପର୍ଯ୍ୟନ୍ତ ସବୁକିଛି ଛୁଟି ଥାଏ ।…

ଦୀର୍ଘ ୩୪ ବର୍ଷ କାଳ ଶିକ୍ଷକତା କରିବା ପରେ ନିଆରା ଭାବେ ବିଦାୟ ନେଲେ ପ୍ରଧାନ ଶିକ୍ଷକ

ଗାଁ ରାସ୍ତାରେ ଚାଲିଛି ଶୋଭାଯାତ୍ରା । ବାଜା ବଜାଇ ଏକ ସୁସଜ୍ବିତ ଗାଡିରେ ପରିକ୍ରମା କରାଯାଉଛି ଗ୍ରାମକୁ । ଏଦୃଶ୍ୟ କୈାଣସି ରାଜନୈତିକ ଦଳର ରାଲି କି ପ୍ରଚାର ସମୟର ନୁହେଁ । ଏହା ହେଉଛି ଦୀର୍ଘ ୩୪ ବର୍ଷ କାଳ ନିରବଛିନ୍ନ ଭାବେ ଶିକ୍ଷକତା କରିବା ପରେ ବିଦାୟି ବେଳର । ସାଙ୍ଗରେ ଅଛନ୍ତି…

ଆଜିଠୁ କାକଟପୁର ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା, ଲାଗିଛି ଭକ୍ତଙ୍କ ଭିଡ଼

କାକଟପୁର ମା ମଙ୍ଗଳାଙ୍କ ଆଜିଠାରୁ ଆରମ୍ଭ ହେଲା ଚୈତ୍ରମାଷ ମଙ୍ଗଳବାର ପାଳିଯାତ୍ରା, ଚୈତ୍ରମାଷର ପ୍ରଥମ ମଙ୍ଗଳବାରରେ ପ୍ରଥମ ପାଳିଯାତ୍ରା ଆଜି ଆରମ୍ଭ ହୋଇଛି । ହୋଲିରେ ଯାତ୍ରା ଆରମ୍ଭ ହେଉଥିବା ବେଳେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଆଜିଠୁ ମା'ଙ୍କର ପ୍ରସିଦ୍ଧ…