AIIMSରେ ନିଯୁକ୍ତି ସୁଯୋଗ, ଦରମା ୬୦ ହଜାରରୁ ଅଧିକ

AIIMSରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ଏମ୍ସରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗରେ ସିନିୟର ରେସିଡେଣ୍ଟ ପଦବୀ ଖାଲି ପଡ଼ିଛି। ଏଥିରେ ଚାକିରି କରିବାକୁ ଚାହୁଁଥିଲେ ତୁରନ୍ତ ଆବେଦନ କରନ୍ତୁ। ଏଥିପାଇଁ AIIMS ଭୁବନେଶ୍ୱର ତରଫରୁ ନୋଟିଫିକେସନ ଜାରି କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ୧୦ ମେ ୨୦୨୦ ପୂର୍ବରୁ ଆବେଦନ କରିପାରିବେ।

Job opening for the posts of Animal Medical Officer, here's last ...

ବୋର୍ଡ଼ ନାଁ- AIIMS
ପଦବୀ ନାଁ- ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି
ପଦ ସଂଖ୍ୟା- ୨
ଆବେଦନର ଶେଷ ତାରିଖ- ୧୦ ମେ ୨୦୨୦
ଶିକ୍ଷାଗତ ଯୋଗ୍ୟତା- ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ମେଡିକାଲ ଡିଗ୍ରୀ, Ms/MCh କରିଥିବା ଆବଶ୍ୟକ।
ଦରମା- ୬୭,୭୦୦
ନିଯୁକ୍ତି ପ୍ରକ୍ରିୟା- ଇଣ୍ଟରଭ୍ୟୁ

All India Institute of Medical Sciences, Bhubaneswar

ଅଧିକ ବିବରଣୀ ପାଇଁ AIIMSର ଅଫିସିଆଲ ୱେବସାଇଟ୍ ଚେକ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.