୧୦ମ୍‌ ପାସ୍‌ କରିଥିଲେ ESIC ରେ ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ କେମିତି କରିବେ

କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ୧୦ମ ପାସ୍‌ ପିଲାଙ୍କ ପାଇଁ ଖୁସି ଖବର। ଏଠାରେ ୧୦ମ୍‌ ଠାରୁ ଆରମ୍ଭ କରି ଗ୍ରାଜୁଏଟ୍ସ କରିଥିବା ପ୍ରାର୍ଥୀ ୩୬୦୦ ପଦବୀରେ ଆବେଦନ କରିପାରିବେ। ଏହି ଭର୍ତ୍ତିରେ ପ୍ରଥମ ଶ୍ରେଣୀ କ୍ଲର୍କ, ଷ୍ଟୋନୋଗ୍ରାଫର ଏବଂ ମଲ୍ଟି ଟାକ୍ସିଂ ଷ୍ଟାଫ ପାଇଁ ଖାଲିପଡିଛି।

ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ esic.nic.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଷ୍ଟେପ୍‌ ଅଫିସିଆଲ େଓ୍ଵବସାଇଟରେ ଦିଆଯାଇଛି।

ପଦବୀ ବିବରଣୀ: ୩୬୦୦

ପ୍ରଥମ ଶ୍ରେଣୀ କ୍ଲର୍କ:
ଷ୍ଟୋନୋଗ୍ରାଫର:
ମଲ୍ଟି ଟାକ୍ସିଂ ଷ୍ଟାଫ:

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୫ ଫେବୃଆରୀ ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା: ନୋଟିଫିକେସନ ମୁତାବକ, ପ୍ରଥମ ଡିଭିଜନ କ୍ଲର୍କ ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନ କିମ୍ବା ଡିଗ୍ରୀ କରିଥିବା ଜରୁରୀ। ଏହା ସହିତ ଆବେଦକଙ୍କ ପାଖରେ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ। ଅନ୍ୟ ପଦବୀ ପାଇଁ ଜଡିତ ତଥ୍ୟ ଅଫିସିଆଲ େଓ୍ଵବସାଇଟକୁ ଯାଇ ଚେକ୍‌ କରିପାରିବେ।

ବୟସ ସୀମା: ଆବେଦନ କରୁଥିବା ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୭ ବର୍ଷ ହୋଇଥିବା ଜରୁରୀ। ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ମଧ୍ୟ ରହିଛି।

ଦରମା: ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଦରମା ରହିଛି।

ଆବେଦନ ଶୁଳ୍କ: ସାଧାରଣ ବର୍ଗ/ଓବିସି/EWS ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା, ଅନୁସୂଚିତ ଜାତି ଓ ଜନଜାତି ପାଇଁ ୨୫୦ ଟଙ୍କା ଏବଂ ସମସ୍ତ ମହିଳା ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.esic.nic.in/recruitments/index/page:1

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.