Below header

ବଢିଲା ସୁନା ଦାମ୍‌, ଜାଣନ୍ତୁ ଭୁବନେଶ୍ୱରରେ ଆଜି କେତେ ରହିଛି ଦାମ୍‌

ଆଜି ଭାରତୀୟ ବଜାରରେ ବଢ଼ିଛି ସୁନା ଓ ରୂପା ଦର।। ୨୨ କ୍ୟାରେଟ ସୁନା ଦାମ୍ ୪୮, ୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୫୩,୦୨୦ ଟଙ୍କା ରହିଛି। ଓଡିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏପରି ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍ ୪୯,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦାମ୍ ୫୩,୪୫୦ ରହିଛି।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୯,୦୦୦ ଓ ୫୩,୪୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୯,୦୦୦ ଟଙ୍କା ଓ ୫୩,୪୫୦ ଟଙ୍କା ରହିଛି।

gold
Picture credit-Mint

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୯,୪୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୪,୦୦୦ ଟଙ୍କା ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୮, ୬୦୦ ଓ ୫୩,୦୨୦ଟଙ୍କା ରହିଛି ।

gold
photo: hindi.informalnewz

ଆଜି ରୁପା କିଲୋଗ୍ରାମ ପ୍ରତି କମି ୬୭,୮୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.