ବଢ଼ିଲା ସୁନା ଦର, କିଣିବାକୁ ଯିବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ଦାମ୍
ପ୍ରତ୍ୟେକ ଦିନ ସୁନା ଓ ରୂପା ଦରରେ ପରିବର୍ତ୍ତନ ହୋଇଥାଏ। ଆଉ ଆପଣ ଯଦି ସୁନା ମୂଲ୍ୟର ତାଜା ଅପଡେଟ ପାଇବାକୁ ଚାହୁଁଛନ୍ତି, ତାହେଲେ ଆମର ଏ ପାଠ୍ୟକ୍ରମକୁ ନିଶ୍ଚୟ ପଢ଼ନ୍ତୁ। ଆଜି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୪୦୦ ଟଙ୍କା ବୃଦ୍ଧି ପାଇ ୪୬,୭୦୦…