ଆଜି କମ୍‌ ରହିଛି ସୁନା ଦର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏବେ ସୁନା କିଣିବାର ଅଛି ତ ବଜାରକୁ ଯାଆନ୍ତୁ । କାରଣ ଆଜି ରାଜଧାନୀ ଭୁବନେଶ୍ୱରରେ ସୁନା ଦର ଟିକେ କମିଛି । ୨୨ କ୍ୟାରେଟ୍‌ ସୁନାଦର ୨୫୦ ଟଙ୍କା କମି ୧୦ ଗ୍ରାମ୍‌କୁ ୩୧,୩୦୦ ଟଙ୍କା ହୋଇଛି । ସେହିପରି ୨୪ କ୍ୟାରେଟ୍‌ ସୁନା ଦର ୩୦୦ ଟଙ୍କା କମି ୩୨,୧୫୦ ଟଙ୍କାରେ ରହିଛି । ଗତ କିଛି ଦିନ ଧରି ଦର ବଢ଼ିବା ପରେ ଏବେ ସୁନା ଦର କମିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.