ହୁ ହୁ ହୋଇ ବଢୁଛି ସୁନା ଦର; ଆଗକୁ ୧୦ ଗ୍ରାମ ପିଛା ଲକ୍ଷେ ଟଙ୍କାରେ ହେବ ବିକ୍ରି!
ସୁନା ଦର ଏବେ ଆକାଶଛୁଆଁ ହେବାକୁ ଲାଗିଛି । ତାହା ସହିତ ରହିଛି ଗଢା ମଜୁରୀ । ଗତ କିଛି ମାସ ଭିତରେ ସୁନାର ଦର କ୍ରମାଗତ ଭାବେ ବଢି ଚାଲିଥିବାରୁ ସୁନା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି । ଆନ୍ତର୍ଜାତୀୟ ସ୍ତରରେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଅନୁଭୂତ ହେଉଛି ।…