Below header

କମିଲା ଜିପିଏଫ୍‌ ସୁଧ ହାର, କେତେ ହେଲା ଜାଣନ୍ତୁ

କମିଲା ପ୍ରୋଭିଡେଣ୍ଟ ଫଣ୍ଡ ସୁଧ ହାର । ବର୍ତ୍ତମାନ ଏହି ସୁଧହାର ୭.୯ ପ୍ରତିଶତ କରାଯାଇଛି । ପ୍ରତି ତିନି ମାସରେ ଜିପିଏଫ୍‌ ସୁଧ ହାର ସ୍ଥିର କରାଯାଇଥାଏ । ଏହି ନୂଆ ଦର ଜୁଲାଇ-ଅଗଷ୍ଟ-ସେପଟେମ୍ବର ମାସ ପାଇଁ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ଏହା ୮ ପ୍ରତିଶତ ଥିଲା । ଜିପିଏଫ୍‌ ଭଳି ଅନ୍ୟ ଫଣ୍ଡର ସୁଧହାର ମଧ୍ୟ ହ୍ରାସ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.