Below header

IOCLରେ ନିଯୁକ୍ତି ସୁଯୋଗ, ଜଲଦି କରନ୍ତୁ ଆବେଦନ

ଅଏଲ୍‌ ଇଣ୍ଡିଆ ଲିମିଟେଡ ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ  ଆବେଦନ କରିବାକୁ ଚାହୁଁଥିବା ଆବେଦନକାରୀ ପ୍ରଥମେ ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢନ୍ତୁ। ସମସ୍ତ ସୂଚନା ସମ୍ପର୍କରେ ଅବଗତ ହେବା ପରେ ଆସନ୍ତା ୧୮ ସେପ୍ଟେମ୍ବର ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ। ସୂଚନା ମୁତାବକ ଏହି ନିଯୁକ୍ତି ଅପରେଟର-I (ଏଚଏମବି), ଗ୍ରେଡ-VII ରେ ହେବ। ଏହି ଖାଲି ପଦବୀରେ ନିଯକୁତି ପାଇଁ ଆପଣ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।

IOCLଜରୁରୀ ତାରିଖ:

ଆବେଦନପତ୍ର ଜମା କରିବାର ପ୍ରାରମ୍ଭିକ ତିଥି: ୨୧ ଅଗଷ୍ଟ ୨୦୨୦

ଆବେଦନ ପତ୍ର ଜମା କରିବାର ଅନ୍ତିମ ତିଥି: ୧୮ ସେପ୍ଟେମ୍ବର ୨୦୨୦

ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ନ୍ୟୁନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୩୦ ବର୍ଷ ନିର୍ଦ୍ଦାରିତ କରାଯାଇଛି।

IOCL2ପଦବୀ ନାମ ଏବଂ ପଦ ସଂଖ୍ୟା:

ଅପରେଟର-I (ଏଚଏମବି), ଗ୍ରେଡ-VII- ୩୬ ପଦ

ଆବେଦନ ପ୍ରକ୍ରିୟା:

ଇଛୁକ ଆବେଦନକାରୀ ସମ୍ବନ୍ଧିତ ଅଧିକାରୀକ େଓ୍ଵସାଇଟକୁ ଯାଇ ଜାରି କରାଯାଇଥିବା ସୂଚନାକୁ ଡାଉନଲୋଡ କରନ୍ତୁ। ଏହାପରେ ସମସ୍ତ ସୂଚନା ସମ୍ପର୍କରେ ଅବଗତ ହୋଇ ୧୮ ସେପ୍ଟେମ୍ବର ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ଲିଖିତ ପରୀକ୍ଷା ଏବଂ ଭାରି ଯାନ ଡ୍ରାଇଭିଂ ଟେଷ୍ଟ ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.